ଅଭିମାନ କରିଛନ୍ତି ମା‘ ମହାଲକ୍ଷ୍ମୀ, ହେରା ପଞ୍ଚମୀରେ ରଥକାଠ ଭାଙ୍ଗିବା ପରେ ଭୟରେ ଥରହର ମହାପ୍ରଭୁ
କେନ୍ୟୁଜ୍(ବ୍ୟୁରୋ): ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ନବଦିନାତ୍ମକ ଯାତ୍ରାରେ ଆସି ଗୁଣ୍ଡିଚା ମଣ୍ଡପ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ୩ ରଥର ଦକ୍ଷିଣ ମୋଡ଼ କରାଯିବ। ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ୱାର…