Browsing Tag

puri ratha yatra

ସରିଲା ଶ୍ରୀଜୀଉଙ୍କ ଜନ୍ମବେଦୀ ଲୀଳା, ଆଜି ପୁଣି ରତ୍ନବେଦୀକୁ ଲେଉଟିବେ ଚତୁର୍ଦ୍ଧା ମୂର୍ତ୍ତି

ସରିଲା ଶ୍ରୀଜୀଉଙ୍କ ଜନ୍ମବେଦୀ ଲୀଳା । ଆଜି ପୁଣି ରତ୍ନବେଦୀକୁ ଲେଉଟିବେ ଚତୁର୍ଦ୍ଧା ମୂର୍ତ୍ତି । ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନରେ ବିଶ୍ୱନିଅନ୍ତାଙ୍କୁ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ସନ୍ଧ୍ୟା ଦର୍ଶନ ବନ୍ଦ ପରେ ଆରମ୍ଭ ହୋଇଛି ବାହୁଡା ନୀତି । କୋଠ ସୁଆଁସିଆ ମାନେ…

ରଥଯାତ୍ରାରେ ମୁଠାଏ ମହାପ୍ରସାଦ ସେବା, ଶ୍ରଦ୍ଧାଳୁଙ୍କ ପାଇଁ ଅନନ୍ୟ ଅର୍ଘ୍ୟ

କେନ୍ୟୁଜ (ବ୍ୟୁରୋ) : ଶ୍ରୀଜିଉଙ୍କ ମହାପ୍ରସାଦ ଭାଗ୍ୟରେ ଥିଲେ ମିଳେ । ପୁରୀ ଯାଇ ଯଦି ମହାପ୍ରସାଦ ମୁଠେ ନ ପାଇଲେ ତେବେ ଶ୍ରୀକ୍ଷେତ୍ର ଦର୍ଶନ ଅଧା ରହିଯିବା ଭଳି ଲାଗେ । ତେବେ ମହାପ୍ରସାଦ କିଣି ଖାଇବାର ସୁଯୋଗ ସମସ୍ତଙ୍କୁ ମିଳି ନଥାଏ । ହେଲେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଏହି…

ଆସୁଛି କି ମହାବିପତ୍ତି ? ଆଜିବି ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ଲକ୍ଷାଧିକ ଟଙ୍କାର ଅବଢ଼ା ନଷ୍ଟ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଯୋଗୁ ଲକ୍ଷାଧିକ ଟଙ୍କାର ଅବଢ଼ା ନଷ୍ଟ ଅଭିଯୋଗ । ଅଭିଯୋଗ ଆଣିଛି ସୁଆର ମହାସୁଆର ନିଯୋଗ । ଚଳିତ ବର୍ଷ ଘୋଷ ଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଲାଗିଛି।  ଭକ୍ତଙ୍କ ଲାଗି ସୁଆର ମହାସୁଆର ନିଯୋଗ ପକ୍ଷରୁ ପର୍ଯ୍ୟାପ୍ତ…

ରାଗିଛ କି ପ୍ରଭୁ ? ଆଡପ ପହଣ୍ଡି ବେଳେ ପଡିଗଲେ ପ୍ରଭୁ ବଳଭଦ୍ର ଓ କେନ୍ଦ୍ରାପଡାରେ ତିନି ଦିନ ହେଲା ଗଡିପାରୁନି…

ସତରେ ରାଗିଛନ୍ତି କି ପ୍ରଭୁ ବଳଦେବ ? ପ୍ରଭୁ କାହିଁକି ଏତେ ରାଗ । ଏଥର ଏମିତି ସବୁ ଦୃଶ୍ୟ କାହିଁକି ପ୍ରଭୁ । କଣ ହେଲା ପ୍ରଭୁ । ଆପଣ କଣ ସତରେ ରାଗିଛନ୍ତି? ନା ଏସବୁ କରି ଆପଣ ଆଉ କିଛି ସଂକେତ ଦେଉଛ ପ୍ରଭୁ । ପୁରୀରେ ପୁରୀରେ ଆଡପ ପହଣ୍ଡି ବେଳେ ଏମିତି ପଡିଗଲ, ଯାହାକୁ ଦେଖି ଭକ୍ତଙ୍କ…

ଆଡପ ପହଣ୍ଡି ବେଳେ ପଡିଗଲେ ବଡ଼ ଠାକୁର, ୫ ସେବାୟତ ଆହତ

ଆଡପ ପହଣ୍ଡି ବେଳେ ପଡିଗଲେ ବଡ଼ ଠାକୁର ଶ୍ରୀ ବଳଭଦ୍ର । ଚାରମାଳ ଉପରେ ଖସି ପଡିଲେ ବଡ଼ ଠାକୁର । ପହଣ୍ଡିରେ ସାମିଲ ହୋଇଥିବା ୫ ସେବାୟତ ଆହତ ହୋଇଥିବା ସୂଚନା ମିଳିଛି । ବଡ଼ ଠାକୁରଙ୍କୁ ପହଣ୍ଡି କରୁଥିବା ବେଳେ ଚାରମାଳ ଉପରେ ସେବାୟତାମାନେ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବଡ ଠାକୁର ଚାରମାଳ…

ପୁରୀ ବେଳାଭୂମିରେ ମର୍ଣ୍ଣିଂୱାକ୍ କଲେ ରାଷ୍ଟ୍ରପତି

ପୁରୀ : ଆଜି ସକାଳୁ ପୁରୀ ସୁମଦ୍ର କୂଳରେ ପ୍ରାତଃ ଭ୍ରମଣ କରୁଥିବାର ନଜର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ବା ମର୍ଣ୍ଣିଂୱାକ୍ ଯୋଗୁଁ ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଥିଲା। ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି…

ଲକ୍ଷଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ପୁଣି ଆରମ୍ଭ ହେଲା ରଥ ଟଣା

ପୁରୀ:  ଜନ୍ମବେଦୀ ମୁହାଁ ତିନି ଠାକୁର ।  ଲକ୍ଷଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ପୁଣି ଆରମ୍ଭ ହୋଇଛି ରଥ ଟଣା । ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ରଥ । ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର, ତାଙ୍କ ପଛକୁ ଆସୁଛନ୍ତି ମା’ ସୁଭଦ୍ରାଙ୍କ । ମା’ ସୁଭଦ୍ରା ଦର୍ପଦଳନ ରଥରେ ବସି ମାଉସୀ ମା'…

ଆଜି ପାଇଁ ରଥଟଣା ଶେଷ, ଆସନ୍ତାକାଲି ପୁଣି ବଡଦାଣ୍ଡରେ ଗଡିବ ତିନିରଥ

ପୁରୀ : ବଡଦାଣ୍ଡରେ ଗଡିଲା ତିନିରଥ ।  ରଥକୁ ଘେରି ରହିଛନ୍ତି ଭକ୍ତ । ପବିତ୍ର ଘୋଷଯାତ୍ରାରେ ରଥଟାଣିବାକୁ ଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଅତି ଆନନ୍ଦ ସହକାରେ ଟାଣିଛନ୍ତି ରଥ । ରଥ ଦଉଡି ଛୁଇଁ ହୋଇଯାଇଛନ୍ତି ପବିତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ଚକ୍ଷୁ ହୋଇ ଯାଇଛି ପବିତ୍ର । ଶ୍ରୀବିଗ୍ରହଙ୍କୁ…

ରଥଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସୌଜନ୍ୟତା ଜିତିନେଲା ଲୋକଙ୍କ ହୃଦୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ…

କେନ୍ୟୁଜ(ବ୍ୟୁରୋ) : ରାଜନୀତିର ପଶା-ପାଲିରେ ଯେତେ ବିରୋଧଭାବ ଥିଲେ ମଧ୍ୟ ବାସ୍ତବିକ ଜୀବନରେ ସହୃଦୟତା ଓ ସୌଜନ୍ୟତା ଏକ ମହାନ ଗୁଣ । ଯାହା ଆଜି ଦେଖିବାକୁ ମିଳିଥିଲା ପୁରୀ ରଥଯାତ୍ରାରେ । ଦୀର୍ଘ ୨୫ ବର୍ଷ ଧରି ଓଡିଶା ଶାସନରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିରୋଧୀ ଦଳ ନେତା ।…

ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ: ପହଣ୍ଡି ବିଜେରେ ଝୁଲି ଝୁଲି ଆସିଲେ ତିନି ଠାକୁର

ପୁରୀ : ଜୟ ଜଗନ୍ନାଥ ଧ୍ୱନିରେ ଆଜି କମ୍ପୁଛି ବଡ଼ଦାଣ୍ଡ । ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଲୋକାରଣ୍ୟ ପାଲଟିଛି ଶ୍ରୀକ୍ଷେତ୍ର । ଭକ୍ତଙ୍କୁ ଦର୍ଶନ ଦେବାକୁ ଆସୁଛନ୍ତି ମହାବାହୁ । ବଡ଼ଦାଣ୍ଡରେ ଘଡ଼ ଘଡ଼ ହୋଇ ଜନ୍ମବେଦିକୁ ଗଡ଼ିଯିବେ ନଟିଆ ଠାକୁର ନଟବର। ବଡ଼ଦାଣ୍ଡରେ ପ୍ରସ୍ତୁତ ୩ ରଥ ।…

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିବିଜେ ନୀତି ଆରମ୍ଭ : ପ୍ରଥମେ ଚକ୍ରରାଜ ସୁଦର୍ଶନ ପଛେ ପଛେ ଆସୁଛନ୍ତି ବଳଭଦ୍ର

ପୁରୀ : ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜୀଉ । ତେବେ ପୁରୀରେ ଏବେ ନୀତିକାନ୍ତି ପରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି। ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା ହେଲେ ସୁଦର୍ଶନ ଠାକୁର । ମହାପ୍ରଭୁ ଧାଡ଼ି ପହଣ୍ଡିରେ…

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ରଥରେ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ ଯାଇ ପୁରୀ ତାଳବଣିଆଠାରେ ହେଲିପ୍ୟାଡରେ ଅବତରଣ କରିବା ପରେ ସେଠାରୁ ସୁରକ୍ଷା ଭିତରେ ଯାଇ ରାଜଭବନରେ ପହଞ୍ଚିଛନ୍ତି । ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ଅପରାହ୍ଣ ୪ଟା ବେଳେ…