Browsing Tag

puri ratha yatra

ପୁରୀ: ମହାପ୍ରଭୁଙ୍କ ଆସନ୍ତା ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ରଥକାଠ ସଂଗ୍ରହ ପ୍ରକ୍ରିୟା, ବିମଳାଙ୍କ ପକ୍ଷରୁ ଆଜ୍ଞାମାଳ…

ପୁରୀ(କେନ୍ୟୁଜ୍): ପୁରୀରେ ମହାପ୍ରଭୁଙ୍କ ଆସନ୍ତା ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ରଥକାଠ ସଂଗ୍ରହ ପ୍ରକ୍ରିୟା। ଏଥିପାଇଁ ବିମଳାଙ୍କ ପକ୍ଷରୁ ଆଜ୍ଞାମାଳ ଆସି ନୟାଗଡ଼ରେ ପହଞ୍ଚିଛି। ଆଜି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ମାଆ ବଡ ରାଉଳିଙ୍କ ପାଖରେ ପୂଜାର୍ଚ୍ଚନା ହେବ। ପରମ୍ପରା ଅନୁଯାୟୀ ରଥକାଠ ପୂଜା…

ଆସନ୍ତାକାଲି ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଆଜି ଘଣାଲାଗି ନୀତି

ପୁରୀ(କେନ୍ୟୁଜ୍): ଆସନ୍ତାକାଲି ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ । ଏନେଇ ଆଜି ମହାପ୍ରଭୁଙ୍କୁ ଘଣାଲାଗି କରାଯିବା ସହ ଖଳି ଲାଗି ମଧ୍ୟ କରାଯିବ । ସୁଦ୍ଧ ସୁଆରଙ୍କ ଘରୁ ଏକ ଶୋଭାଯାତ୍ରାରେ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ନିଆଯିବ । ସ୍ୱତନ୍ତ୍ର ଭାବେ ସୁଆରଙ୍କ ଘରେ ନିର୍ମିତ…

ପାଖେଇ ଆସୁଛି ରଥଯାତ୍ରା, ଆସନ୍ତାକାଲି ଲାଗି ହେବ ଦଶମୂଳ ମୋଦକ

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ରଥଖଳା। ବିଶ୍ୱକର୍ମାମାନେ ୩ ରଥର ନିର୍ମାଣ କାମକୁ ଜୋରସୋରରେ ଆଗେଇ ନେଉଛନ୍ତି। ଗତକାଲି ରଥରେ ୧୪ ନାହାକା ବୁଲିଛି। ଉପରେ ଦ୍ୱିତୀୟ ଭୂଇଁ ସଂଯୋଗ କରାଯାଇଛି। ତୃତୀୟ ଭୂଇଁ ନିିର୍ମାଣ ଶେଷ ହୋଇଛି। ଏହାପରେ ୧୩ ପରସ୍ତ ପୋଟଳ…

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ନିୟୋଜିତ ହେବେ ଏନଏସଜି, କେନ୍ଦ୍ରରୁ ମଗାଯାଇଛି ଦୁଇ କମ୍ପାନୀ

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ନିୟୋଜିତ ହେବେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ–ଏନଏସଜି । ଏଥିପାଇଁ ଦୁଇ କମ୍ପାନୀ ଏନଏସଜି କେନ୍ଦ୍ରକୁ ମଗାଯାଇଛି । ସେହିପରି ସିଆରପିଏଫ୍, ରାପିଡ୍ ଆକ୍ସନ ଫୋର୍ସ, ଏନଡିଆରଏଫ୍ ରଥଯାତ୍ରାରେ ମୁତୟନ ହେବେ । ସେପଟେ ପୁରୀ ଟାଉନ୍ ଥାନାରେ ପକ୍ଷରୁ ରଥଯାତ୍ରା…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଆହତଙ୍କୁ କିପରି ମିଳିବ ପ୍ରାଥମିକ ଚିକିତ୍ସା, ସେନେଇ ପୁରୀରେ ମକ୍ ଡ୍ରିଲ୍

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନଥାନାରେ ମକଡ୍ରିଲ । ରଥଯାତ୍ରା ସମୟରେ ଆବଶ୍ୟକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପିକୁ ନେଇ ଏହି ମକ୍ ଡ୍ରିଲ ହୋଇଛି। ଶ୍ରୀମନ୍ଦିର ସମ୍ମୁଖରେ ଦଳାଚକଟା, ପୁରୀ-ଭୁବନେଶ୍ୱର ରାସ୍ତାର ମାଳତୀପାଟପୁର ଠାରେ ଦୁର୍ଘଟଣା, ସପିଂ ମଲରେ…

ଆଜିଠୁ ଆରମ୍ଭ ଆଷାଢ ମାସ, ଜାଣନ୍ତୁ କେବେ ପଡୁଛି କେଉଁ ବ୍ରତ ଏବଂ ପୂଜାପର୍ବାଣୀ

କେନ୍ୟୁଜ୍ : ଗତକାଲି ମହାପ୍ରଭୁଙ୍କ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ସରିଲା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଭୀଷଣ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଏଥିପାଇଁ ଆଜିଠୁ ଅଣସର ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି ଚାଲିବ । ଆଜିଠୁ ଅର୍ଥାତ୍…

ଆଜିଠୁ ଅଣସର ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି, ଅସୁସ୍ଥତାର ଉପଚାର କରିବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରକ୍ଷକ…

ଭୁବନେଶ୍ବର(କେନ୍ୟୁଜ୍): ଅଣସର ଘରେ ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଭୀଷଣ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଏଥିପାଇଁ ଆଜିଠୁ ଅଣସର ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି ଚାଲିବ । ଅସୁସ୍ଥତାର ଉପଚାର କରିବେ ମହାପ୍ରଭୁଙ୍କ…

ପୁରୀରେ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରଥଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ

ପୁରୀ(କେନ୍ୟୁଜ୍): ଜୁଲାଇ ୪ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତା ପୂର୍ବରୁ ପୁରୀରେ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏଠାରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସମସ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ ମିଳିବ। ଦେବସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀବିଜେ ଯାଏ ସବୁ…

ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ୱିତୀୟ ସମନ୍ଵୟ ବୈଠକ, ପ୍ରତି ସପ୍ତାହରେ ସମୀକ୍ଷା ବୈଠକ ପାଇଁ ପ୍ରସ୍ତାବ

ପୁରୀ(କେନ୍ୟୁଜ୍) : ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ୱିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ । କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥନିର୍ମାଣ, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ, ପରିମଳ, ରାସ୍ତାଘାଟ ମରାମତି ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ…

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଭିତର ଚନ୍ଦନ ଯାତ୍ରା ଶୁଭାରମ୍ଭ

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ରଥଯାତ୍ରା। ଚଳଚଞ୍ଚଳ ରଥଖଳା। ଜୋରସୋରରେ ଚାଲିଛି ଚକ ନିର୍ମାଣ। ସେପଟେ ଆଜିଠୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଶ୍ରୀମନ୍ଦିରରେ ଠାକୁରଙ୍କ ଭିତର ଚନ୍ଦନ ଯାତ୍ରାର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀଜିଉମାନଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ ।…

ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ଖର୍ଚ୍ଚ ହେବ ୩.୩୬ କୋଟି, ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି

ପୁରୀ : ଆଗରୁ ଆସୁଛି ରଥଯାତ୍ରା । ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ଯ୍ୟାୟ । ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ୩ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ବ୍ୟୟବରାଦ ଉପରେ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ତେବେ ଗତ ଥରର ରଥଯାତ୍ରା ଅପେକ୍ଷା ଚଳିତ ବର୍ଷ…