Browsing Tag

puri ratna bhandar

ଆଜିଠାରୁ ପୁନର୍ବାର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ମକର ସଂକ୍ରାନ୍ତି ପାଇଁ ବନ୍ଦ ଥିଲା କାମ

ପୁରୀ : ଆଜିଠାରୁ ପୁନର୍ବାର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ଚଟାଣ ନୂତନ ଭାବେ କରାଯିବ । ଯେଉଁ ଦିନଠାରୁ କାମ ଆରମ୍ଭ ହେଲାଣି ସଠିକ…

ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି, ବାହାର କାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ହେବ । ଉପସ୍ଥିତ ରହିବେ ଏଏସ୍ଆଇର ସଂରକ୍ଷଣ ଓ ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ । ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଓ ASIର ସ୍ୱତନ୍ତ୍ର…

 ଆସନ୍ତାକାଲି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି

ପୁରୀ :  ଆସନ୍ତାକାଲିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ହେବ । ଏହି ସମୟରେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନକରି…

ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା

ପୁରୀ : ଖୁବଶୀଘ୍ର ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ । ଛତିଶାନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇଛି । ରତ୍ନଭଣ୍ଡାର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ଅସୁବିଧା ନହେବ ତା'କୁ ବିଶେଷ ଗୁରୁତ୍ବ ଦିଆଯିବ । ତେବେ କେଉଁ…

ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ: ପୃଥ୍ବୀରାଜ ହରିଚନ୍ଦନ

ପୁରୀ : ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି। ସେ ଆହୁରି କହିଛନ୍ତି ଯେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ । ପ୍ରାଥମିକ ଆଲୋଚନାରୁ…

ଭିତର ରତ୍ନଭଣ୍ଡାରରୁ ବାହାରିଲେ ଗଜପତି ମହାରାଜା, କହିଲେ ଖଟଶେଯ ଘରକୁ ସ୍ଥାନାନ୍ତର ହେଉଛି ରତ୍ନ ଅଳଙ୍କାର

ପୁରୀ : ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ମାହେନ୍ଦ୍ର ବେଳା ସକାଳ ୯ଟା ୫୧ରେ ଖୋଲିଲା ରତ୍ନଭଣ୍ଡାର। ଭିତରକୁ ଗଲେ ୧୧ ଜଣିଆ ଅଧିକୃତ ଟିମ୍ । ଦକ୍ଷିଣ ଦ୍ବାର ଦେଇ ଭିତରକୁ ପ୍ରବେଶ କରିଥିଲେ ଗଜପତି ମହାରାଜା । ଭିତର ରତ୍ନଭଣ୍ଡାରରୁ ବାହାରିଲେ ଗଜପତି ମହାରାଜା ପ୍ରତିକ୍ରିୟାରେ…

ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିରକୁ ଗଲେ ଗଜପତି: ଭିତର ଭଣ୍ଡାରକୁ କଲେ ପ୍ରବେଶ, ଅଳଙ୍କାର ସ୍ଥାନାନ୍ତରଣର କରିବେ ତଦାରଖ

ପୁରୀ : ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ମହାନେଦ୍ର ବେଳା ସକାଳ ୯ଟା ୫୧ରେ ଖୋଲିଲା ରତ୍ନଭଣ୍ଡାର । ଭିତର ରତ୍ନଭଣ୍ଡାରକୁ ଗଲେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି । ଦକ୍ଷିଣଦ୍ୱାର ପଟେ ପ୍ରବେଶ କରିଛନ୍ତି ଗଜପତି । ଭିତର ଭଣ୍ଡାରରେ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ତଦାରଖ…

ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର, ସକାଳ ୮ଟାରୁ ଶ୍ରୀମନ୍ଦିର ପ୍ରବେଶରେ କଟକଣା

ପୁରୀ : ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଶୁଭ ମୁହୂର୍ତ୍ତରେ ସକାଳ ୯ଟା ୫୧ ରୁ ୧୨ଟା ୧୫ ମଧ୍ୟରେ ଟ୍ରେଜେରୀରୁ ନୂଆ ଚାବି ଆଣି ଭିତର ରତ୍ନଭଣ୍ଡାର ଖୋଲାଯିବ। ପୂର୍ବ ଏସଓପିକୁ ଅନୁପାଳନ କରାଯିବ । ଆଜି ୮ଟାରୁ ଶ୍ରୀମନ୍ଦିର ପ୍ରବେଶରେ କଟକଣା ଲାଗିବ । ସିଂହଦ୍ବାର ଛାଡ଼ି ଅନ୍ୟ…

ଆସନ୍ତା କାଲି ଖୋଲିବ ଭିତର ରତ୍ନଭଣ୍ଡାର, ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତ

ପୁରୀ: ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ଗୁରୁବାର ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତ ଧାର୍ଯ୍ୟ କରାଯାଇଛି । ଏହି ସମୟରେ…

ରତ୍ନଭଣ୍ଡାରକୁ ନେଇ ରହିଥିବା ସବୁ କଳ୍ପନା ଜଳ୍ପନାରେ ପଡିଲା ପୂର୍ଣ୍ଣଚ୍ଛେଦ…

ପୁରୀ: ରତ୍ନ ଭଣ୍ଡାର ଭିତରୁ ଶୁଭୁଛି ଶବ୍ଦ ? ତା ଭିତରେ ରହିଛି ଭୟଙ୍କର ସାପ ? ଭିତରୁ ଶୁଭୁଛି ସୁସୁ ଗର୍ଜନ ? ଭିତରୁ ମିଳିଛି ମଣିଷ ଖପୁରୀ ଓ ନର କଙ୍କାଳ ? ରହିଛି ରହସ୍ୟମୟ ସୁଡଙ୍ଗ ? ରତ୍ନ ଭଣ୍ଡାର ଭିତରୁ ଉଡ଼ି ଆସିଲେ ଶହ ଶହ ଚେମେଣିଆ ? ….ଆଜି ସକାଳୁ ବିଭିନ୍ନ ଗଣମାଧ୍ୟମରେ ଚାଲିଥିଲା…

ଭିତର ରତ୍ନ ଭଣ୍ଡାର ତାଲା କାଟି ପଶିଲେ କମିଟି ସଦସ୍ୟ, କହିଲେ ସନ୍ଧ୍ୟା ହୋଇଯାଇଥିବାରୁ ଅନ୍ୟ ଦିନେ ହେବ ସ୍ଥାନାନ୍ତର

ପୁରୀ (କେନ୍ୟୁଜ୍‌) : ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇ ଲୋକଙ୍କ ଉତ୍କଣ୍ଠାରେ ସୀମା ନଥିବା ବେଳେ ଏସବୁ ଆଜେ ବାଜେ ଗୁଜବ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରାଯାଉଛି । ହେଲେ ଆଜି ତାହାର ଅନ୍ତ ଘଟାଇଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟିର ସଦସ୍ୟମାନେ । ଯଦିଓ ଭିତର ରତ୍ନ ଭଣ୍ଡାରର ତାଲା…

୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର : ଆସନ୍ତା ୧୪ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଯାଞ୍ଚ କମିଟି ଯେଉଁ ସୁପାରିଶ କରିଥିଲା ସେଥିରେ ମୋହର ମାରିଛି ପରିଚାଳନା କମିଟି । ମନ୍ଦିର ପ୍ରଶାସନ ସମସ୍ତ…