Browsing Tag

puri ratnabhandar

ପୁଣି ଯାଞ୍ଚ ହେବ ଭିତର ରତ୍ନଭଣ୍ଡାର, ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ୍ ବିଶ୍ବନାଥ ରଥ

ପୁରୀ : ପୁଣି ଯାଞ୍ଚ ହେବ ଭିତର ରତ୍ନଭଣ୍ଡାର। ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ପରେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ୍ ବିଶ୍ବନାଥ ରଥ। ଭିତର ରତ୍ନଭଣ୍ଡାର ପୁଣି ଯାଞ୍ଚ ପାଇଁ ଅଣାଯିବ SOP। ଏନେଇ ସରକାରଙ୍କୁ କରାଯିବ ଅବଗତ। ରତ୍ନଭଣ୍ଡାର ସିନ୍ଦୁକ, ଆଲମିରା…

୯ଟା ୫୧ରେ ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର, ଉପସ୍ଥିତ ରହିବେ ଗଜପତି ମହାରାଜା !

ପୁରୀ : ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ଭିତରକୁ ଗଲେ ୧୧ ଜଣିଆ ଅଧିକୃତ ଟିମ୍ । ରତ୍ନଭଣ୍ଡାର ଖୋଲିବା ନେଇ ମାହେନ୍ଦ୍ର ବେଳା ସ୍ଥିର ହୋଇଛି। ସକାଳ ୯ଟା ୫୧ରେ ଭିତର ରତ୍ନଭଣ୍ଡାର…

ଖୋଲିବ ରତ୍ନଭଣ୍ଡାର ତାଲା, ଶ୍ରୀମନ୍ଦିରରେ ପହଞ୍ଚିଲା ୬ ସିନ୍ଦୁକ

ପୁରୀ : ରତ୍ନଭଣ୍ଡାର ତାଲା ଖୋଲିବା ନେଇ କାଉଣ୍ଟଡାଉନ୍ । କମିଟିର ସଦସ୍ୟମାନେ ବର୍ତ୍ତମାନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ତେବେ ପାରମ୍ପରିକ ପୋଷାକରେ ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ସେହିପରି ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ । …

ବହୁ ପ୍ରତୀକ୍ଷାର ଅନ୍ତ: ୧ ଟା ୨୮ରେ ଖୋଲିବ ରତ୍ନଭଣ୍ଡାର, ଭିତରକୁ ଯିବେ ୧୧ ସଦସ୍ୟ

ପୁରୀ: ପ୍ରତୀକ୍ଷାର ହେବ ଅନ୍ତ । ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଖୋଲାଯିବ ରତ୍ନଭଣ୍ଡାର । ମୋଟ୍ ୧୧ ଜଣ ରତ୍ନଭଣ୍ଡାର ଭିତରକୁ ଯିବେ। ଏନେଇ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ତଡଉକରଣ, ଦେଉଳକରଣ, ଭଣ୍ଡାରମେକାପ, ମୁଖ୍ୟ ପ୍ରଶାସକଙ୍କ…

ଶ୍ରୀଲୋକନାଥ ମନ୍ଦିରରୁ ଆସିଲା ଆଜ୍ଞାମାଳ, ବେହରଣ ଦ୍ବାର ଦେଇ ରତ୍ନଭଣ୍ଡାରକୁ ପ୍ରବେଶ କରିବେ ତଦାରଖ କମିଟି ସଦସ୍ୟ

ପୁରୀ : ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଲା ଆଜ୍ଞାମାଳ । ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ମହାପ୍ରଭୁ ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ସେବାୟତମାନେ ଆଜ୍ଞାମାଳ ଆଣିଛନ୍ତି। ରତ୍ନଭଣ୍ଡାର ଖୋଲିବା ପାଇଁ ତିନିଟି ପର୍ଯ୍ୟାୟ ଏସ୍ ଓପି ତିଆରି…

ଆଜି ଶୁଭ ମୁହୂର୍ତ୍ତ ଦେଖି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ୧୦ଟାରେ ବସିବ ତଦାରଖ କମିଟି ବୈଠକ

ପୁରୀ : ୪୬ ବର୍ଷର ବ୍ୟବଧାନ ପରେ ଆଜି ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏଥିପାଇଁ ଚୂଡ଼ାନ୍ତ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଶୁଭ ସମୟ ଦେଖି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଦିନ ୧୦ଟାରେ ବସିବ ତଦାରଖ କମିଟି ବୈଠକ । ପ୍ରଭୁ ଲୋକନାଥ ଓ ବିମଳାଙ୍କ ନିକଟରେ ଗୁଆ…

ରତ୍ନଭଣ୍ଡାରକୁ ନେଇ ରହିଛି ବହୁ କିମ୍ବଦନ୍ତୀ ଓ ଲୋକଶ୍ରୁତି, ତେବେ ଏହି କଥାକୁ ନେଇ କାହିଁକି ଏତେ ଚର୍ଚ୍ଚା

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଚାଲିଛି ପ୍ରସ୍ତୁତି । ରାଜ୍ୟବାସୀ ଏହାକୁ ବି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ୧୪ତାରିଖରେ ଭିତର ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ। ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଣାମାଧ୍ୟକୁ ଏକ ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖିଛନ୍ତି…

କେବେ ଖୋଲିବ ରତ୍ନଭଣ୍ଡାର ? ଆଜି ତଦାରଖ କମିଟି ବୈଠକ ପରେ ଆସିବ ସ୍ପଷ୍ଟ ଚିତ୍ର

ପୁରୀ : କେବେ ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର? ଆଜି ବସିବ ରତ୍ନଭଣ୍ଡାର କମିଟିର ଦ୍ବିତୀୟ ବୈଠକ । ସକାଳ ୧୦ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପୁନର୍ଗଠିତ ତଦାରଖ କମିଟିର ଦ୍ବିତୀୟ ବୈଠକ ବସିବ । ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ପୁରୀ ଜିଲ୍ଲା…

କେଉଁଦିନ ଖୋଲାଯିବ ରତ୍ନଭଣ୍ଡାର ? ସେନେଇ ଆଜି ଦିନ ୧୧ଟାରେ ବସିବ ବୈଠକ

ପୁରୀ : କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଆଜି ଆସିବ ନିଷ୍ପତ୍ତି ।  ଆଜି ପୁରୀରେ ଦିନ ୧୧ଟାରେ ବସିବ ପୁନର୍ଗଠିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ପ୍ରଥମ ବୈଠକ ।  ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପୁନର୍ଗଠିତ କମିଟି ବୈଠକରେ କେଉଁ…

୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍‌: ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ

ଭୁବନେଶ୍ୱର : ଭୁବନେଶ୍ବରରେ ପହଞ୍ଚିଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଭୁବନେଶ୍ବର ଏୟାରପୋର୍ଟରେ ସେ ପହଞ୍ଚିଛନ୍ତି । ସେଠାରୁ ସିଧା କଟକ ସ୍ଥିତ ବାସଭବନକୁ ଯିବେ। ଏହାପରେ ଆସନ୍ତାକାଲି ଜୁଲାଇ ୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସେ ପୁରୀରେ ରହିବେ । ରତ୍ନଭଣ୍ଡାର…

୮ ରେ ଖୋଲିବ ରତ୍ନଭଣ୍ଡାର ! ୨୦ ଦିନ ଧରି ଚାଲିବ ଅଳଙ୍କାର ଗଣତି ପ୍ରକ୍ରିୟା

ପୁରୀ : ଜୁଲାଇ ୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର । ସରକାରଙ୍କ ପକ୍ଷରୁ ଏନେଇ କୌଣସି ଅନୁଷ୍ଠାନିକ ଘୋଷଣା ହୋଇନଥିବା ବେଳେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷଙ୍କ ପୁରୀ ଗସ୍ତ ସୂଚୀକୁ ନେଇ ଚର୍ଚ୍ଚା ଜୋର ଧରିଛି । କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶlୟତ ଆସନ୍ତା ୫ ତାରିଖରେ ପୁରୀ…

କେବଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ : ଗଜପତି ମହାରାଜା

ପୁରୀ: କେବଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ । ଏ ନେଇ ଆଲୋଚନା ହୋଇ ସାରିଛି । ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ମଗା ଯାଇଛି । ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଭିତର ରତ୍ନଭଣ୍ଡାରର ମରାମତି ଆବଶ୍ୟକ । ତେବେ…