ବାଲୁକାକଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ପୁରୀ: ବାଲୁକାକଳାରେ ଟିମ୍ ଇଣ୍ଡିଆକୁ ଜଣାଇଲେ ଶୁଭେଚ୍ଛା । ଗତକାଲି ଟି ୨୦ ଓ୍ଵାର୍ଲ୍ଡ କପ୍ କୁ ଟିମ୍ ଇଣ୍ଡିଆ ହାତେଇବା ପରେ ସାରା ଭାରତରେ ସେଲିବ୍ରେସନର ମାହୋଲ୍। ଦୀର୍ଘ ୧୭ ବର୍ଷ ପରେ ଟିମ୍ ଇଣ୍ଡିଆକୁ ମିଳିଛି ବିଶ୍ୱକପ୍ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ଟିମ୍ ଇଣ୍ଡିଆକୁ…