ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ମରାମତି ମାମଲା, ଆସନ୍ତାକାଲି ଠାରୁ ନାଟ ମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ
ପୁରୀ (କେନ୍ୟୁଜ): ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ମରାମତି ମାମଲା। ଆସନ୍ତାକାଲି ଠାରୁ ନାଟ ମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ। ଏଏସଆଇକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ। ମରାମତି ଅଗ୍ରଗତି ନେଇ ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ଦେବେ…