Browsing Tag

puri srimandir

ପୁରୀରେ ରାଷ୍ଟ୍ରପତି, ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ

ପୁରୀ : ପୁରୀରେ ରାଷ୍ଟ୍ରପତି । ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସକାଳ ୭ଟା ୪୦ ମିନିଟରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଅରୁଣ ସ୍ତମ୍ଭରେ ମୁଣ୍ଡିଆ ମାରି ଭିତରେ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ…

ଶ୍ରୀମନ୍ଦିରରେ ନାବାଳକକୁ ମାଡ଼, କାନରେ ଲାଗିଛି ଗଭୀର ଆଘାତ

ପୁରୀ: ଶ୍ରୀମନ୍ଦିରରେ ନାବାଳକକୁ ମାଡ଼ । ପରିବାର ସହ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବାବେଳେ ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସର ମାଡ଼ ଅଭିଯୋଗ ।  ତାଙ୍କ କାନରେ ଗଭୀର ଆଘାତ ଲାଗିଛି ।  ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ରାତିରେ…

ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କୁ ଅର୍ପଣ ହେବ ବିଶ୍ବର ସବୁଠୁ ବଡ଼ପାନ, ଉଚ୍ଚତା ଦେଢ଼ରୁ ଅଢେଇ ଫୁଟ ହେବ

ପୁରୀ : ଆଜି ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କୁ ଅର୍ପଣ ହେବ ବିଶ୍ବର ସବୁଠୁ ବଡ଼ପାନ । ଏହି ପାନର ଉଚ୍ଚତା ଦେଢ଼ରୁ ଅଢେଇ ଫୁଟ ହେବ ।  ମହାପ୍ରଭୁଙ୍କ ହଡ଼ପ ନାୟକ ସେବାୟତ ଶ୍ରୀମନ୍ଦିର ଭିତରେ ଅତ୍ୟନ୍ତ ସତର୍କତାର ସହ ଏହି ବିରାଟକାୟ ପାନ ପ୍ରସ୍ତୁତ କରିଥାନ୍ତି ।  ଏହି ବିଶାଳ ପାନରେ ପ୍ରାୟ…

ଶ୍ରୀମନ୍ଦିରରେ ପ୍ରୋଟୋକଲ ଦର୍ଶନ ବ୍ୟବସ୍ଥାକୁ ନେଇ ଗତକାଲି ଘଟଣାରେ ଦୁଃଖ ପ୍ରକାଶ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ :  ଶ୍ରୀମନ୍ଦିର ଭିତରେ ପ୍ରୋଟୋକଲ ଦର୍ଶନ ବ୍ୟବସ୍ଥାକୁ ନେଇ ଗତକାଲି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କଲା ଶ୍ରୀମନ୍ଦିର ପ୍ରଶାସନ ।  ଘଟଣାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିଥିଲା । …

ଶ୍ରୀମନ୍ଦିରରେ ଜୋତା, ସିସିଟିଭି ଯାଞ୍ଚ ସହ ତଦନ୍ତ ଦାବି କଲେ ସେବାୟତ

ପୁରୀ : ଶ୍ରୀମନ୍ଦିରରେ ଜୋତା ।  ଭିତର ଭଣ୍ଡ ଦ୍ୱାର ବା ଭୋଗ ମଣ୍ଡପ ଦ୍ୱାର ନିକଟକୁ କେହି ଜଣେ ଜୋତା ନେଇଥିଲେ ।  ସେଠାରେ ଜୋତା ଥିବା ଦେଖିବା ପରେ ଜଣେ ସେବାୟତ ମନ୍ଦିର ଭିତରୁ ହାତରେ ଧରି ବାହାରକୁ ଆଣିବା ସହ ପୋଲିସକୁ ଜଣାଇଥିଲେ ।  ଜୋତା ଭୋଗ ମଣ୍ଡପ ଦ୍ୱାର ପର୍ଯ୍ୟନ୍ତ କେମିତି ଗଲା ତାକୁ…

ନୂଆ ବର୍ଷ ଅପରାହ୍ନ ୩ ଟା ରେ ଆରମ୍ଭ ହେବ ଧ୍ଵଜା ବନ୍ଧା ନୀତି

ପୁରୀ : ନୂଆ ବର୍ଷ ଅପରାହ୍ନ ୩ ଟା ରେ ଆରମ୍ଭ ହେବ ଧ୍ଵଜା ବନ୍ଧା ନୀତି । ଇଂରାଜୀ ନବବର୍ଷ ଦିନ ଅସମ୍ଭବ ଭିଡ଼ ସମ୍ଭାବନା ତଥା ଜନଗହଳି ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୫ଟା ପରିବର୍ତ୍ତେ ଅପରାହ୍ନ ୩ ଟା ସୁଦ୍ଧା ଧ୍ଵଜା ବନ୍ଧା ନୀତି ଶେଷ କରିବାପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ…

ଫାଶୀ କାଠ ଦାନ ପାଇଁ ୬୯ ଜଣଙ୍କୁ ସମ୍ବର୍ଦ୍ଧିତ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ  : ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବେଚ୍ଛାକୃତ ଭାବେ ଫାଶୀ କାଠ ଦାନ କରିଥିବା ୬୯ ଜଣ ଦାତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।  ଗଞ୍ଜାମ ,ବରଗଡ଼ ,ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାର ୬୯ ଜଣ ଦାତା ୨୦୨୫ ରଥଯାତ୍ରା ପାଇଁ ୧୧୦ ଖଣ୍ଡ ଫାଶୀ କାଠ ଦାନ…

ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ, ଶୀତରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଘୋଡ଼ ଲାଗି ପରିଧାନ କରନ୍ତି

ପୁରୀ : ଆଜି ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ । ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଓଢ଼ଣ ଷଷ୍ଠୀ ନୀତି । ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଘୋଡ଼ ଲାଗି ବା ଶୀତବସ୍ତ୍ର ପରିଧାନ କରିଥାନ୍ତି । ଦରଜି ସର୍ଦ୍ଦାରଙ୍କ ଦ୍ବାରା ପ୍ରସ୍ତୁତ ପତନି,…

ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ବରିଷ୍ଠ ସେବାୟତଙ୍କ ପେନସନ ୫ ହଜାର ଟଙ୍କାକୁ ବୃଦ୍ଧି

 ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ ।  ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା। ଚାରି ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା…

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର ଗଣତିମଣତି ପ୍ରସଙ୍ଗରେ ହେବ ଚର୍ଚ୍ଚା

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ, ଏସପି, ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହିତ…

ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପ୍ରଥମାଷ୍ଟମୀ ନୀତି, ଶ୍ରୀଜିଉଙ୍କ ମାମୁଘରୁ ଆସିଥିଲା ପ୍ରଥମାଷ୍ଟମୀ ଭାର

ପୁରୀ : ଆଜି ପ୍ରଥମାଷ୍ଟାମୀ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପ୍ରଥମାଷ୍ଟମୀ ନୀତି ଅନୁଷ୍ଠିତ ହେଉଛି । ପୋଢୁଆଁ ହେବେ ବଡ଼ଠାକୁର । ଗତକାଲି ଶ୍ରୀଜିଉଙ୍କ ମାମୁଘରୁ ଆସିଥିଲା ପ୍ରଥମାଷ୍ଟମୀ ଭାର । ପ୍ରଥମାଷ୍ଟମୀ ନୀତି ଅନୁସାରେ, ଭୋଗ ମଣ୍ଡପ ସରିବା ପରେ ୩ ବାଡ଼ରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ…

ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ, ରାଜ ରାଜେଶ୍ୱରୀ ବା ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ  l  ଆସନ୍ତାକାଲି ମହାପ୍ରଭୁ ରାଜ ରାଜେଶ୍ୱରୀ ବେଶ ବା ସୁନାବେଶରେ ଦେବେ ଦର୍ଶନ ।  ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ ସହ ସମୁଦ୍ର କୂଳ ଏବଂ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବେ ଭକ୍ତ ଓ ଶ୍ରଦ୍ଧାଳୁ। ଆଜି ମହାପଞ୍ଚକ ବ୍ରତର ଶେଷ…