Browsing Tag

puri temple closed

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ସନ୍ଧ୍ୟା ୭ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ

ପୁରୀ (କେନ୍ୟୁଜ): ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି କରାଯିବ । ଦତ୍ତ ମହାପ୍ରାତ୍ର ସେବାୟତ ବିଭିନ୍ନ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ…

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ଓ ଶ୍ରୀମୁଖ ସିଂହାର ନୀତି, ଅପରାହ୍ନ ୫ ଟାରୁ ରାତି ୯ଟା…

ପୁରୀ(କେନ୍ଯୁଜ୍):  ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ଓ ଶ୍ରୀମୁଖ ସିଂହାର ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି…

ଆସନ୍ତା ସୋମବାର ଠାରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର, ଛତିଶାନିଯୋଗ ବୈଠକରେ  ନିଷ୍ପତ୍ତି

ପୁରୀ(କେନ୍ୟୁଜ୍): ଜଗା ଦର୍ଶନ ଉପରେ ଲାଗିଲା କଟକଣା। ଆସନ୍ତା ୧୦ ତାରିଖ ଅର୍ଥାତ ସୋମବାର ଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ଯନ୍ତ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନିଆଯାଇଛି ।  କୋଭିଡର ସଂକ୍ରମଣ ପୁରୀ ସହରରେ ବ୍ଯାପକ ମାତ୍ରାରେ ବ୍ଯାପୁଥିବା ବେଳେ…

ସଂକ୍ରମଣକୁ ନେଇ ଆଶଙ୍କାରେ ସେବାୟତ, କରୋନାର ସେକେଣ୍ଡ ଷ୍ଟ୍ରେନ୍‌ ଆସିବା ପରେ ପୁଣି ବନ୍ଦ ହେବ କି ଜଗା ଦର୍ଶନ?

ପୁରୀ: ଶ୍ରୀମନ୍ଦିରର ଏସଓପିକୁ ଭିତରେ ଏବଂ ବାହାରେ ଠିକ୍‌ ଭାବେ ପାଳନ କରାଯାଉନାହିଁ । ଏପର୍ଯ୍ୟନ୍ତ ସେବାୟତଙ୍କୁ ଭ୍ୟାକ୍ସିନେସନ୍‌ କରାଯାଇ ନାହିଁ । ତେଣୁ କୋଭିଡ୍‌କୁ ନେଇ ସେବାୟତ ମାନେ ଆତଙ୍କିତ ଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ଭକ୍ତ ଓ…