Browsing Tag

puri

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପୁରୀ ସହରବାସୀ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପୁରୀ ସହରବାସୀ । ରତ୍ନ ସିଂହାସନରେ ଚାରି ମାସ ପରେ ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭାବବିହ୍ଵଳ ହୋଇଗଲେ ଶ୍ରଦ୍ଧାଳୁ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ଦୈନିକ ୧୦ହଜାର ଭକ୍ତ…

୧୬ରୁ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ଖୋଲିବ,ସର୍ବନିମ୍ନ ୧୦ ଜଣ ସମ୍ପର୍କୀୟ ଉପସ୍ଥିତ ରହିବାକୁ ଅନୁମତି

କେନ୍ୟୁଜ୍(ବ୍ୟୁରୋ):  ୧୬ରୁ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ଖୋଲିବ। ସର୍ବନିମ୍ନ ୧୦ ଜଣ ସମ୍ପର୍କୀୟ ଉପସ୍ଥିତ ରହିବାକୁ ଅନୁମତି । କରୋନା ମହାମାରୀ ପାଇଁ ପୁରୀର ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହ ପାଇଁ ଥିବା କଟକଣାକୁ ହଟାଇ ଦିଆଯାଇଛି। କଟକଣା ଯୋଗୁଁ ଅନେକ ଶବ…

କାଲିଠୁ ଖୋଲିବ ଶ୍ରୀମନ୍ଦିର, ପ୍ରଶାସନ ପକ୍ଷରୁ ଜାରି ହେଲା SOP

କେନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଲା ଏସଓପି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା SOP ଜାରି ହୋଇଛି। ୧୨ ଓ ୧୩ରେ ସେବାୟତ ଓ ତାଙ୍କ ପରିବାର କରିବେ ଦର୍ଶନ । ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ଦର୍ଶନ। ୧୬ରୁ ୨୦ତାରିଖ ଯାଏ ପୁରୀ ସହରବାସୀ କରିବେ ଦର୍ଶନ। ୨୩ରୁ…

ବାର ଦିନର ବାଛୁରୀ ଦେଉଛି କ୍ଷୀର! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

ପୁରୀ (କେନ୍ଯୁଜ): ବିଜ୍ଞାନ ଯେତେ ଆଗକୁ ଅଗ୍ରଗତି ହେଉଛି, ସମାଜ ମଧ୍ୟ ବିଜ୍ଞାନ ସହିତ ତାଳ ଦେଉଛି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛି ,ଯାହାକୁ ଆପଣବି ବିଶ୍ୱାସ କରିପାରିବେ ନାହିଁ । ଘଟଣାଟି ହେଉଛି ୧୨ ଦିନ ବାଛୁରୀ ଛୁଆ ଦେଉଛି କ୍ଷୀର। କଥାଟା ଶୁଣିବା ପାଇଁ…

ପୁରୀର ସୋଲ କାରିଗର ଜିତେନ୍ଦ୍ର ପୁରୋହିତଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌: ବନ୍ଧୁ ସାଜିଥିଲା ବଇରୀ ଓ କରିଥିଲା ହତ୍ୟା

ପୁରୀ(କେନ୍ୟୁଜ୍): ପୁରୀ ତିଆଡି ବଗିଚା ନିକଟ ସୋଲ କାରିଗର ଜିତେନ୍ଦ୍ର ପୁରୋହିତଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ । ମୁଖ୍ୟ ଅଭିଯୁକ୍ତ ଗେଡୁ ମୁଣ୍ଡି ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ ଜବତ ହୋଇଛି । ଘଟଣାକୁ ରେଡ୍‌ ଫ୍ଲାଗ୍‌ କେସ୍‌ ଭାବେ…

ଡ୍ରିଙ୍କ-ପ୍ରମ-ଟ୍ୟାପ୍ ମିଶନ: ଏବେ ପାଇପ ଯୋଗେ ପୁରୀରେ ମିଳିବ ବିଶୁଦ୍ଧ ପାନୀୟ ଜଳ

ପୁରୀ(କେନ୍ଯୁଜ୍): ପୁରୀକୁ ପାଇପ ଯୋଗେ ମିଳିବ ବିଶୁଦ୍ଧ ପାନୀୟ ଜଳ। ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇବାରେ ଦେଶର ପ୍ରଥମ ସହର ହେବ ପୁୁରୀ। ସମସ୍ତ ପରିବାରକୁ ଆଇଏସ: ୧୦୫୦୦ ମାନର ପାନୀୟ ଜଳ ମିଳିବ। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ…

ଆଜି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ପୁରୀ ଟାଉନର ହେଲା କଟକଣା କୋହଳ

ପୁରୀ(କେନ୍ୟୁଜ୍): ଶରଧାବାଲିରେ ତିନି ରଥ । ଆଜି ରଥ ଉପରେ ଥିବା ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ । ଗୁଣ୍ଡିଚା ମନ୍ଦିର ଭିତରକୁ ଗୋଟି ପହଣ୍ଡିରେ ଯିବେ ଶ୍ରୀଜୀଉ। ସକାଳୁ ମହାପ୍ରଭୁଙ୍କ ସମସ୍ତ ନୀତି, ମଙ୍ଗଳ ଆଳତୀ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ଖଇକୋରା ଭୋଗ ରଥ ଉପରେ କରାଯାଉଛି।…

କରୋନା କଟକଣା ପାଇଁ ବର୍ଷେ ଧରି ପୁରୀରେ ଅଟକି ରହିଥିବା ବିଦେଶୀ ନାଗରିକ ସ୍ୱଦେଶ ଫେରିଲେ

ପୁରୀ(କେନ୍ୟୁଜ୍): ପୁରୀରୁ ସ୍ୱଦେଶ ଫେରିଲେ ବିଦେଶୀ ନାଗରିକ। କରୋନା କଟକଣା ପାଇଁ ପ୍ରାୟ ବର୍ଷେ ଧରି ପୁରୀରେ ଅଟକି ରହିଥିବା ବେଳେ ଶେଷରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୁରୀ ଏସପିଙ୍କ ସହଯୋଗ କ୍ରମେ ଘରକୁ ଫେରିବାରେ ସକ୍ଷମ ହୋଇଛନ୍ତି ସ୍ପେନର ମହିଳା ଏମ୍ମା। ଗତବର୍ଷ ନିଜ…

ଉଦାରତାର ପରିଚୟ ଦେଲେ ପୌରପାଳିକା କର୍ମଚାରୀ, ଫେରାଇଲେ ପାଇଥିବା ୧୦ ହଜାର ଟଙ୍କା

ପୁରୀ: ଭଲ ମଣିଷ ଭଲ କାମ କରନ୍ତି । ନିଜ ବିବେକର କଥା ଶୁଣନ୍ତି ।ଏମିତି ଜଣେ ବ୍ୟକ୍ତି ଏଟିଏମ କାଉଣ୍ଟରରୁ ୧୦ ହଜାର ଟଙ୍କା ପାଇ ଫେରାଇଛନ୍ତି । ସେ ହେଉଛନ୍ତି ପୁରୀ ପୌରପାଳିକାର କର୍ମଚାରୀ ରାଜେନ୍ଦ୍ର ନାୟକ। ଗତକାଲି ଅପରାହ୍ନରେ ସେ ଅଠରନଳା ନିକଟ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ଏଟିଏମ…

ଜାଣନ୍ତୁ ସ୍ନାନବେଦୀରେ ମହାପ୍ରଭୁଙ୍କର କେମିତି ହୁଏ ସ୍ନାନ?

ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରିଥାନ୍ତି । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । ସେଥିପାଇଁ ଏହି ଦିନକୁ…