Browsing Tag

puri

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ଅଗ୍ନିକାଣ୍ଡରେ ୪ଟି ଗୋରୁ ଜୀବନ୍ତ ଦଗ୍ଧ

ପୁରୀ (କେନ୍ୟୁଜ): ବିଳମ୍ବିତ ରାତିରେ ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ। ଅଗ୍ନିକାଣ୍ଡରେ ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୬ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତ ବାଲିପାଟପୁର ଗାଁରେ ଘଟିଛି ଅଘଟଣ । ବାଲିପାଟପୁର ଗାଁରେ…

ଆଜି ପବିତ୍ର ଦୀପାବଳି ଅମାବାସ୍ୟା; ଶ୍ରୀକ୍ଷେତ୍ରରେ ବଡ଼ବଡୁଆ ଡାକିଲେ ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ): ଆଜି ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ,ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗାଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିଲେ ଦର୍ଶନାର୍ଥୀ। ବଡ଼ବଡୁଆ ହୋ,ଅନ୍ଧାରେ ଆସି ଆଲୁଏ ଯାଅ,ଗଙ୍ଗା…

ଜଗନ୍ନାଥ ସଡ଼କ ରୁଆଛକରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୮ ଆହତ

ପୁରୀ(କେନ୍ୟୁଜ୍): ପୁରୀରେ ତୀର୍ଥ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୮ ଆହତ । ଜଗନ୍ନାଥ ସଡ଼କ ରୁଆଛକରେ ବସ୍ ଦୁର୍ଘଟଣାଗ୍ରସ୍ତ । ଅସ୍ଥି ବିସର୍ଜନ ପାଇଁ ଆସୁଥିଲେ ପୁରୀ ଆସୁଥିଲେ । ସମସ୍ତ ଆହତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କାର୍ତ୍ତିକ ବ୍ରତର ତୃତୀୟ ଦିନ, ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରୁଛନ୍ତି ବ୍ରତଧାରୀ

ପୁରୀ (କେନ୍ୟୁଜ): କାର୍ତ୍ତିକ ବ୍ରତର ଆଜି ତୃତୀୟ ଦିନ । ବ୍ରତଧାରୀ ମାନେ ବଢି ଭୋରରୁ ଉଠି ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ସ୍ନାନ କରିଛନ୍ତି । ଗୁଆ,ନଡ଼ିଆ ଟେକି ମା ବୃନ୍ଦାବତୀଙ୍କ ନିକଟରେ ବ୍ରାହ୍ମଣଙ୍କ ଦ୍ୱାରା ସଂକଳ୍ପ କରି ପୂଜା ଆରମ୍ଭ କରିଛନ୍ତି । ତୁଳସୀ ଚଉରା ମୂଳରେ ରାଇ…

୧୧ମାସର ଶିଶୁକନ୍ୟାକୁ ବିକିଦେଲା ବାପା, ମା’ର ଅଭିଯୋଗ ପରେ ଉଦ୍ଧାର କଲା ପୋଲିସ

ପୁରୀ(କେନ୍ୟୁଜ୍): ପୁରୀରେ ଶିଶୁ ବିକ୍ରି ଅଭିଯୋଗ। ୧୧ମାସର ଶିଶୁକନ୍ୟାକୁ ବିକିଦେଲା ବାପା। ଅଭିଯୋଗ ପରେ ବାପା, ମଧ୍ୟସ୍ଥି ଓ ଶିଶୁ କନ୍ୟା କିଣିଥିବା ବ୍ୟକ୍ତି ଗିରଫ। ବିଶାଖାପାଟନାରୁ ଉଦ୍ଧାର ହେଲା ଶିଶୁ କନ୍ୟା। ପୁରୀ ସମୁଦ୍ରକୂଳ ଥାନାର ପେଣ୍ଠକଟାର ଧୋବାଖାଲ ବସ୍ତିରେ ଏଭଳି ଘଟଣା…

ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପ୍ରକ୍ରିୟା ତ୍ୱରାନ୍ୱିତ, ବ୍ୟବହାର ଠିକ୍ ରଖିବା ସହ କାହାକୁ ଜବରଦସ୍ତ କରିବେ ନାହିଁ…

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପ୍ରକ୍ରିୟା ଏବେ ତ୍ୱରାନ୍ୱିତ ହୋଇଛି। ଜଗନ୍ନାଥ ଟେମ୍ପଲ ପୋଲିସ ବା ଜେଟିପି ଭକ୍ତଙ୍କ ଡ୍ରେସକୁ ନେଇ ତଦାରଖ କରିବେ । ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନେଇ ସମସ୍ତ ନିଯୋଗ ଏବଂ ହୋଟେଲ ଆସୋସିଏସନ୍ ର ସହଯୋଗ…

ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜିତ ହେଲା ବିଶ୍ଵ ଅନ୍ତରୀକ୍ଷ ସପ୍ତାହ, ଯୋଗଦେଲେ ଇସ୍ରୋ ଉପ…

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ବିଶ୍ଵ ଅନ୍ତରୀକ୍ଷ ସପ୍ତାହ।ଏହି କାର୍ଯ୍ୟକ୍ରମରେ ଇସ୍ରୋ ଶ୍ରୀହରିକୋଟା ଅନ୍ତରୀକ୍ଷ ଗବେଷଣା କେନ୍ଦ୍ରର ଉପ ନିର୍ଦ୍ଦେଶକ ପି.ସୁନୀଲ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ: ସକାଳୁ ଆରମ୍ଭ ହୋଇ ସ୍ୱତନ୍ତ୍ର ନୀତି

ପୁରୀ(କେନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯିବ ।…

ପୁରୀରେ ମୋ ବସ-କାର ଓ ବାଇକ ମଧ୍ୟରେ ସିରିଜ ଦୁର୍ଘଟଣା: ୧୪ରୁ ଅଧିକ ଯାତ୍ରୀ ଆହତ, ଜଣେ ମୃତ

ପୁରୀ(କେନ୍ୟୁଜ୍): ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ମୋ ବସ୍। ପୁରୀ ବାଲିଘାଇ ରେଞ୍ଜ ଅଫିସ ନିକଟରେ ସିରିଜ ଦୁର୍ଘଟଣା ଘଟିଛି । କାର ବାଇକ ଏବଂ ମୋ ବସ ମଧ୍ୟରେ ଦୁର୍ଘଟଣା ହୋଇଛି l କାର ବାଇକ ଦୁର୍ଘଟଣା ସମୟରେ ମୋ ବସ ଭର ସାମ୍ୟ ହରାଇ ଗଛର ପିଟି ହୋଇଯାଇଛି। ଯାହା ଫଳରେ ୧୪ରୁ  ଅଧିକ ଯାତ୍ରୀ ଆହତ…

ପୁରୀର ବସନ୍ତ ରଣାଙ୍କୁ ବିଶ୍ବକର୍ମା ପରିଚୟ ପତ୍ର ପ୍ରଦାନ, ମହାପ୍ରଭୁଙ୍କ ଟାହିଆ କାରିଗର

କେନ୍ୟୁଜ୍(ବ୍ୟୁରୋ):  ପିଏମ ବିଶ୍ବକର୍ମା ଯୋଜନା ଶୁଭାରମ୍ଭ ଅବସରରେ ପୁରୀର ବସନ୍ତ ରଣାଙ୍କୁ ବିଶ୍ବକର୍ମା ପରିଚୟ ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ବସନ୍ତଙ୍କୁ ଏହି ପରିଚୟ ପତ୍ର ପ୍ରଦାନ କରାଯାଇଛି। ପୁରୀ…

ପୁରୀର କୁଖ୍ୟାତ ଅପରାଧି ଜଗନ୍ ଖଟେଇ ଗିରଫ, ଦୁଇଟି ବନ୍ଧୁକ ଜବତ

ପୁରୀ(କେନ୍ୟୁଜ୍): କୁଖ୍ୟାତ ଅପରାଧି ତଥା ବନ୍ଧୁକ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତ ପୁରୀ ସଦର ଆମ୍ବପଡ଼ାର ଜଗନ୍ ଖଟେଇଙ୍କୁ ପୁରୀ ସଦର ଥାନା ପୋଲିସ ଗିରଫ କରିଛି।ତା ଠାରୁ ଦୁଇଟି ବନ୍ଧୁକ ,ଗୋଟିଏ ଅଫୁଟା ଗୁଳି ଓ ଗୋଟିଏ ମୋବାଇଲ ଫୋନ୍ ଜବତ ହୋଇଛି। ଏସପି କେ.ବିଶାଲ ସିଂହଙ୍କ ନିର୍ଦ୍ଦେଶରେ…

ପୁରୀ: ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର

ପୁରୀ(କେନ୍ୟୁଜ୍): ଟ୍ରେନରୁ ରକ୍ତାକ୍ତ ମୃତଦେହ ଉଦ୍ଧାର। ପୁରୀରେ ମୁମ୍ବାଇ- ପୁରୀ ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର ହୋଇଛି। ସକାଳ ୧୧ଟାରେ ଷ୍ଟେସନରେ ପହଞ୍ଚି ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଆରପିଏଫ କର୍ମଚାରୀ ଟ୍ରେନକୁ ଯାଞ୍ଚ କରିଥିଲେ। ବଗିରେ ଏକ କ୍ଷତାକ୍ତ ଶରୀର ଦେଖିବା…