Browsing Tag

Pushpa the Rise movie trailer

ଅଲ୍‌ଲୁ ଅୁର୍ଜନଙ୍କ ପାଇଁ ଭଏସ ଦେଲେ ଶ୍ରେୟସ ତଲପଡେ, ସେୟାର କଲେ ‘ପୁଷ୍ପା ଦ ରାଇଜ’ର ଟ୍ରେଲର

ସାଉଥ ସୁପରଷ୍ଟାର ଅଲ୍‌ଲୁ ଅର୍ଜୁନଙ୍କ ଅପକମିଂ ଫିଲ୍ମ ‘ପୁଷ୍ପା ଦ ରାଇଜ’ର ଟ୍ରେଲର ରିଲିଜ ହୋଇସାରିଛି। ଫିଲ୍ମରେ ଅଲ୍‌ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଦର୍ଶକଙ୍କୁ ଏହି ଫିଲ୍ମର ଟ୍ରେଲର ବହୁତ ପସନ୍ଦ ଆସିଛି। ଟ୍ରେଲରରେ ଅଲ୍‌ଲୁ …