କାନାଡ଼ା ଓପନ ଫାଇନାଲରେ ପହଞ୍ଚିଲେ ଲକ୍ଷ ସେନ, ସେମିଫାଇନାଲରେ ହାରିଲେ ପିଭି ସିନ୍ଧୁ
କମନୱେଲଥ୍ ଗେମ୍ସର ଚମ୍ପିଆନ ଲକ୍ଷ ସେନ କାନାଡ଼ା ଓପନ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି । ଅନ୍ୟପଟେ ପିଭି ସିନ୍ଧୁ ସେମିଫାଇନାଲରେ ହାରି ଯାଇଥିବା ସୂଚନା ମିଳିଛି । ଲକ୍ଷ ସେନ ଜାପାନର କେଣ୍ଟା ନିଶିମୋଟୋଙ୍କୁ ଖେଳରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି ।…