ସ୍ମାର୍ଟ ହେଲା ଆଧାର କାର୍ଡ! ଏବେ ବ୍ୟବହାର କରନ୍ତୁ PVC Aadhaar Card
ଆଜିକାଲି ପ୍ରାୟତଃ ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ କାମ ପାଇଁ ଆଧାର କାର୍ଡ ଆବଶ୍ୟକ । ତେଣୁ, କୌଣସି କାମ କରିବା ପୂର୍ବରୁ ଆପଣଙ୍କ ଆଧାର କାର୍ଡ ସାଙ୍ଗରେ ଆଣିବାକୁ ଭୁଲିଗଲେ ଆପଣଙ୍କ କାମ ବିପଦରେ ପଡ଼ିପାରେ । ଏହି ସମସ୍ୟାଗୁଡ଼ିକୁ ଏଡାଇବା ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ…