Browsing Tag

python snake rescued

ଛେଳିକୁ ଗିଳି ଦେଲା ୧୨ ଫୁଟିଆ ଅଜଗର, ବହୁ ନାକେଦମ ପରେ ସାପକୁ ଧରିଲା ବନ ବିଭାଗ

ଦଶପଲ୍ଲା : ଛେଳିକୁ ଗିଳି ଦେଲା ୧୨ ଫୁଟିଆ ଅଜଗର ସାପ । ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ଟାକରା ସେକ୍ସନର ମିଟୁକୁଳି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଛେଳିକୁ ଅଜଗର ସାପ ଗିଳି ଦେଇଥିବା ଦେଖିବାକୁ ମିଳିଛି। ବହୁ ସମୟ ନାକେଦମ ପରେ ସାପକୁ ଧରିଲେ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ । ସୂଚନା…

ହୋଟେଲ ଭିତରୁ ୧୫ ଫୁଟର ଅହିରାଜ ସାପ ଉଦ୍ଧାର କଲା ବନ ବିଭାଗ

ମୋହନା : ସାପ, ନା ଶୁଣିଲେ ଡର ପଶିଯାଏ ମନ ଭିତରେ । ସାଧାରଣତଃ ଆମେ ସମସ୍ତେ ଜାଣିଛନ୍ତି ଯେ ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ସାପ ମାନେ ବାହାରକୁ ବାହାରିଥାନ୍ତି । ଏହାସହିତ ଏହି ଋତୁରେ ଅନେକ ଲୋକ ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ବରଣ ବି କରିଥାନ୍ତି । ବର୍ଷା ଦିନେ ବଢ଼ିଯାଏ ଏହି ସାପ କାମୁଡ଼ା…

ଯାଜପୁର: ସ୍କୁଲ ପରିସରରୁ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଯାଜପୁର (କେନ୍ୟୁଜ): ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଯାଜପୁର ବଡଚଣା ଥାନା ଅନ୍ତର୍ଗତ ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରୁ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ସାପକୁ ଉଦ୍ଧାର କଲା ଚଣ୍ଡିଖୋଲ ବନ ବିଭାଗ। ଅଜଗର ସାପ ସ୍କୁଲ ପରିସରରେ ବୁଲୁଥିବା ଦେଖି ସ୍କୁଲ କର୍ମଚାରୀ…