ଗଡ଼ିଲା ୨ କିଲୋମିଟର ଲମ୍ବା ପାଇଥନ୍ ଟ୍ରେନ୍, ପ୍ରଥମ ଥର ପରୀକ୍ଷାମୂଳକ ଭାବରେ ଓଡ଼ିଶାରେ ଚଳାଚଳ ଆରମ୍ଭ
ସମ୍ବଲପୁର : ପୂର୍ବତଟ ରେଲେଓ୍ଵ ଅଧୀନରେ ଗଡ଼ିଲା ୨ କିଲୋମିଟର ଲମ୍ବ ପାଇଥନ୍ ଟ୍ରେନ୍। ଓଡ଼ିଶାରେ ପ୍ରଥମ ଥର ପରୀକ୍ଷାମୂଳକ ଭାବରେ ଏହି ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ୩ଟି ମାଲବାହୀ ଟ୍ରେନ୍କୁ ଏକାଠି ଯୋଡ଼ାଯାଇଛି। ଗୋଟିଏ ରେକ୍ରେ ୪୫ଟି ଓ୍ଵାଗନରେ ମାଲ୍ ଥିବା ବେଳେ ଅନ୍ୟ ୫୧ଟି ଓ୍ଵାଗନରେ…