Browsing Tag

qaeda terrorist

ଡାକ୍ତରରୁ ବିଶ୍ୱର ସବୁଠୁ ବଡ଼ ଆତଙ୍କୀ, ଓ୍ଵାଲ୍ଡ ଟ୍ରେଡ ସେଣ୍ଟର ଆକ୍ରମଣ ଯୋଜନା ପଛରେ ଜଓ୍ଵାହିରିର ଥିଲା ମୁଖ୍ୟ ଭୂମିକା

ଇଜିପ୍ଟର ଗିଜା ସହରରେ ଜନ୍ମ ହୋଇଥିଲା ଅଲ୍‌-ଜଓ୍ଵାହିରି। ଇଜିପ୍ଟର ଏକ ପ୍ରତିଷ୍ଠିତ ପରିବାରରୁ ଆସିଥିଲା ଅଲ୍‌-ଜଓ୍ଵାହିରି । ପେଶାରେ ଥିଲା ଆଖି ଡାକ୍ତର। ୧୯୮୦ରେ ଆତଙ୍କୀ ଗତିବିଧିରେ ସାମିଲ ଥିବା ଅଭିଯୋଗରେ ଜଓ୍ଵାହିରିଙ୍କୁ ଗିରଫ କରାଯାଇଥିଲା। ଜେଲରୁ ମୁକୁଳିବା ପରେ ଦେଶ ଛାଡି ଜିହାଦି…