Browsing Tag

qr code

ସ୍କାନରରେ ପେମେଣ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ୍‌, ନଚେତ୍‌ ଖାଲି ହୋଇଯିବ ଆକାଉଣ୍ଟ

ବର୍ତ୍ତମାନ QR Code ବହୁତ ଲୋକପ୍ରିୟ ହୋଇଚାଲିଛି । ପେମେଣ୍ଟ କରିବା ପାଇଁ ଏହା ସବୁଠୁ ସହଜ ଉପାୟ । ବର୍ତ୍ତମାନ ସମୟରେ କୌଣସି ଜିନିଷ କିଣିବା ପାଇଁ ଲୋକମାନେ QR Code ସ୍କାନ କରି ପେମେଣ୍ଟ କରୁଛନ୍ତି । କିନ୍ତୁ ଏହି ସୁବିଧା ପାଇଁ ସ୍କାମର୍ସମାନେ ସହଜରେ ଆପଣଙ୍କୁ ଠକି ପାରନ୍ତି । ନକଲି…

୩୦୦୦ ବର୍ଷ ପ୍ରାଚୀନ ମୂର୍ତ୍ତିରେ ଦେଖାଗଲା QR Code! ଇଣ୍ଟରନେଟ୍‌ରେ ଫଟୋ ଭାଇରାଲ

ଆଜି ଆପଣ ଏକ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡିଆରେ ଏକ ପ୍ରାଚୀନ ମୂର୍ତ୍ତିର ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଦାବି କରାଯାଇଛି ଯେ ଏହି ମୂର୍ତ୍ତିରେ QR କୋଡ୍ ପରି ଚିତ୍ର ଦୃଶ୍ୟମାନ ହେଉଛି। ଦାବି ମୁତାବକ, ମୂର୍ତ୍ତିଟି ମାୟା ସଭ୍ୟତା ସମୟର, ଯାହା ଖ୍ରୀଷ୍ଟପୂର୍ବ…

ମେହେନ୍ଦୀରେ QR କୋଡ୍‌, ସ୍କାନ କରି କରିପାରିବେ ପେମେଣ୍ଟ ; ଭିଡ଼ିଓ ହେଉଛି ଭାଇରାଲ

ବର୍ତ୍ତମାନ ସମୟରେ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ଦୁନିଆରେ ଦେଖିକୁ ମିଳୁଛି । ବିଶେଷ କରି ସୋସିଆଲ ମିଡିଆରେ ଏହା ଅଧିକାଂଶ ଦେଖାଯାଉଛି । କେଉଁଠି  ପନିପରିବା ମଞ୍ଜିରୁ ରାକ୍ଷୀ ତିଆରି ହେଉଛି ତ ଆଉ କେଉଁଠି ମଣିଷ ବା ପଶୁ ପକ୍ଷୀଙ୍କ କିଛି ମଜାଳିଆ ଭିଡିଓ ଭାଇରାଲ ହେଉଛି । ସେହିପରି…

QR କୋଡ ସ୍କାନ କରୁଥିଲେ ସାବଧାନ, ହୋଇପାରନ୍ତି ସ୍କାମର ଶିକାର

ଟେକ୍ନୋଲୋଜି ଦିନକୁ ଦିନ ଉନ୍ନତ ହେଉଛି । ଏହି ଟେକ୍ନୋଲୋଜି ଦ୍ବାରା ଲୋକଙ୍କୁ ଅନେକ ଲାଭ ମିଳୁଥିବା ବେଳେ କିଛି ଠକ ଲୋକଙ୍କୁ ଠକିବାକୁ ମଧ୍ୟ ପଛାଉ ନାହାନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିରେ ମଧ୍ୟ ଆମେ ଏହା ଦେଖିସାରିଛୁ । ଏଆଇ ସାହାଯ୍ୟରେ ଲୋକେ ନୂଆ ନୂଆ ସ୍କାମ କରିବାର ଉପାୟ…

ଆଜିଠୁ ପ୍ରତ୍ୟେକ ଔଷଧ ଉପରେ ରହିବ QR କୋଡ୍, ଗୋଟିଏ ଝଟ୍‌କାରେ ଜାଣିହେବ ଏହା ଅସଲି ନା ନକଲି

ଦେଶରେ ବଢ଼ୁଥିବା ନକଲି ଔଷଧକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧଗୁଡ଼ିକ ଉପରେ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୩୦୦ ଫାର୍ମା କମ୍ପାନୀକୁ ଅଗଷ୍ଟ ୧ରୁ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ନିର୍ଦ୍ଦେଶ ମୁତାବକ, ଦେଶର…

ନକଲି ଔଷଧ ଉପରେ ଲାଗିବ ରୋକ୍ : ଏଣିକି ଔଷଧରେ ରହିବ କ୍ୟୁଆର୍‌ କୋଡ୍‌

ନୂଆଦିଲ୍ଲୀ : ନକଲି ଔଷଧ କାରବାର ଆଗକୁ କଷ୍ଟକର ହେବ। ଔଷଧ ତିଆରିରେ ବ୍ୟବହୃତ ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଉପାଦାନ (API) ଉପରେ QR କୋଡ୍ ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ଡ୍ରଗ୍ ପ୍ରାଇସିଙ୍ଗ୍ ଅଥରିଟି (DPA) ମଧ୍ୟ ୩୦୦ ଔଷଧ ଉପରେ QR କୋଡ୍ ରଖିବା…

ସାଇବର ଠକ ଏପରି କ୍ୟୁଆର କୋଡ ଜରିଆରେ ଆପଣଙ୍କୁ ଠକିଥାନ୍ତି, ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଇଣ୍ଟରନେଟ ଯୁଗରେ ସବୁ କାମ ଫୋନ ଦ୍ୱାରା ହେବା ସହ ସାଇବର ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏମିତିରେ ବି ଆମକୁ କିଛି ପେମେଣ୍ଟ ପାଇଁ କ୍ୟାସ ଦେବା ନେବା ର କୌଣସି ଟେନସନ ନାହିଁ। କାହିଁକି ନା ଡିଜିଟାଲ ପେମେଣ୍ଟ ଜରିଆରେ ଏସବୁ ଅତି ସହଜରେ ହୋଇପାରୁଛି। ଆଜି କାଲି ଛୋଟ ଦୋକାନଠୁ ଆରମ୍ଭ…

କ୍ୟୁଆର କୋଡରେ ପେମେଣ୍ଟ କରୁଛନ୍ତି କି? ତାହେଲେ ହୋଇଯାଆନ୍ତୁ ସାବଧାନ୍‌ !

ଆଜିର ଡିଜିଟାଲ ଦୁନିଆରେ ଆମର ସବୁ କିଛି କାମ ଅନଲାଇନରେ ହେଇଯାଉଛି। ଆଜିର ସମୟରେ ଲୋକ ନିଜ ପକେଟରେ ଆଉ କ୍ୟାସ୍‌ ରଖିବାକୁ ପସନ୍ଦ କରୁନାହାଁନ୍ତି। ଆମେ ତ କହିବା ପକେଟରେ ଟଙ୍କା ରଖିବା ଏକଦମ୍‌ ବନ୍ଦ ହିଁ କରିଦେଲେଣି। କାହିଁକିନା ଏବେ ସପିଙ୍ଗ୍‌ ଠାରୁ ନେଇ ଖାଇବା ପିଇବା ସେଲୋନରେ ଚୁଟି…

ଚୀନ୍‌ରେ ଭିକାରୀମାନେ ବି ରଖୁଛନ୍ତି ଅନ୍‌ଲାଇନ୍‌ ପେମେଣ୍ଟ ସୁବିଧା, ଇ-ଓ୍ଵାଲେଟ୍‌ରେ ନେଉଛନ୍ତି ଭିକ

ଗୋଟେ ପଟେ ଚୀନ୍‌ ନିଜ ଦେଶରେ ଗରିବ ଲୋକଙ୍କ ସଂଖ୍ୟା ଶୂନ ହୋଇଥିବା ଦାବି କରୁଥିବା ବେଳେ ଅନ୍ୟପଟେ ସେଠାକାର ଭିକାରୀମାନେ ଧୀରେ ଧୀରେ ଅଧିକ ଆଧୁନିକ ହୋଇ ଯାଉଛନ୍ତି। ସେଠାକାର ଭିକାରୀମାନେ ଇ-ଓ୍ଵାଲେଟ୍‌ ଜରିଆରେ ଭିକ ମାଗି ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳିଛି।…

ନମ୍ବର ସେଭ୍‌ କରିବାକୁ ଆଉ କରିବାକୁ ପଡ଼ିବନି ଟାଇପ୍‌, କେବଳ ସ୍କାନ୍‌ କଲେ ହୋଇଯିବ ସେଭ୍‌

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ରେ ଇନ୍‌ଷ୍ଟାଗ୍ରାମ୍‌ ଓ ସ୍ନାପ୍‌ଚାଟ୍‌ ଭଳି ନୂଆ ଫିଚର ଆସିଛି। ଏବେ ନୂଆ କଣ୍ଟାକ୍ଟ ଆଡ୍‌ କରିବା ପାଇଁ ଆପଣଙ୍କୁ ନମ୍ବର ଟାଇପ୍‌ କରିବାକୁ ପଡ଼ିବ ନାହିଁ। କେବଳ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିଦେଲେ ହିଁ ନୂଆ ନମ୍ବର ସେଭ୍‌ ହୋଇଯିବ। ଏହି ନୂଆ…

ଭିକ ମାଗିବା ପାଇଁ ଚୀନର ଡିଜିଟାଲ୍ ଭିକାରୀ ବ୍ୟବହାର କରୁଛନ୍ତି QR କୋର୍ଡ, ଏବେ ଭାରତରେ ମଧ୍ୟ ହେଲା ଡିମାଣ୍ଡ

ବିମୁଦ୍ରାକରଣ ପରେ ଭାରତରେ ବଢିଯାଇଛି ଡିଜିଟାଲ୍ ପେମେଣ୍ଟର ଚଳନ । ଚା’ ଦୋକାନୀ ହେଉ ଅବା ପାନ ଦୋକାନୀ । ପେ ଟିଏମ୍ ରେ ପେମେଣ୍ଟ ନେଉଥିବା ଦୋକନୀ ପ୍ରାୟ ସବୁ ଗଳିକନ୍ଦିରେ ମିଳିଯିବେ । ତେବେ ଏହି ଡିଜିଟାଲ୍ ପେମେଂଟର ପ୍ରଭାବ ଆଉ କାହା ଉପରେ ପଡୁ କି ନପଡୁ କିନ୍ତୁ ଭିକାରୀମାନଙ୍କ ଉପରେ…

ଏବେ କ୍ୟୁଆର କୋଡ୍ ସାହାଯ୍ୟରେ କିଛି ସେକେଣ୍ଡ ମଧ୍ୟରେ ଜାଣି ପାରିବେ ଆପଣ ଖାଉଥିବା ଔଷଧ ଅସଲି ନା ନକଲି !

ସରକାର ନକଲି ଔଷଧର ଉପରେ ଅଙ୍କୁଶ ଲଗଇବା ପାଇଁ କ୍ୟୁଆର କୋଡ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଦେଶ ଦେଇଛନ୍ତି। ଏହା ଦ୍ବାରା ଅସଲି ଏବଂ ନକଲି ଔଷଧ କିଛି ସେକେଣ୍ଡ ମଧ୍ୟରେ ଜଣା ପଡିଯିବ। ଉପଭୋକ୍ତା ଟ୍ୟାବଲେଟକୁ ନେଇ କଫ୍ ସିରପ ପର୍ଯ୍ୟନ୍ତ କୌଣସି ଔଷଧ କୁ ସେଥିରେ ଥିବା କ୍ୟୁଆର କୋଡକୁ…