ରେଲୱେ ଟିକେଟିଂ ସିଷ୍ଟମରେ ହେବ ବଡ ପରିବର୍ତ୍ତନ, ଜାରି ହେବ କ୍ୟୁଆର କୋଡ୍ ଥିବା ଟିକେଟ
ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ଟିକେଟିଂ ବ୍ୟବସ୍ଥାରେ ଏକ ବଡ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ରେଳବାଇ ଆରକ୍ଷଣ ପ୍ରଣାଳୀରେ ସବୁକିଛି ପରିବର୍ତ୍ତନ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ ଆଧାରିତ ସିଷ୍ଟମ ପ୍ରସ୍ତୁତ କରାଯାଉଛି। କରୋନା କାଳରେ ବିନା ଛୁଇଁ ଟିକେଟ ଚେକିଂ ନ…