Browsing Tag

quack brands

କେନ୍ଦୁଝର: ଥଣ୍ଡା ଜ୍ବରରେ ପୀଡିତ ଥିବା ରୋଗୀକୁ ଭଲ କରିବା ପାଇଁ କରୁଥିଲେ ଚେଙ୍କ ଚିକିତ୍ସା, ପରେ ଚାଲିଗଲା ଜୀବନ

ବାଂଶପାଳ(କେନ୍ୟୁଜ୍):କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅଧୀନରେ ଥିବା ସ୍ଥାନୀୟ ଅଧିବାସୀ ମାନଙ୍କ ମଧ୍ୟରୁ ଅନେକ ଆଦିବାସୀ  ଜୁଆଙ୍ଗ ସମ୍ପ୍ରଦାୟର । ସୂଚନା ଅନୁଯାୟୀ ବାଂଶପାଳ ବ୍ଲକ ଅନର୍ଗତ ବାୟାକୁମୁଟିଆ ପଞ୍ଚାୟତ ଅଧିନସ୍ଥ ପଣ୍ଡାଧାର ଗ୍ରାମର ଶ୍ରୀକାନ୍ତ ଜୁଆଙ୍ଗ କିଛିଦିନ ହେବ ଥଣ୍ଡା…