Browsing Tag

quarantine center

ଭଦ୍ରକ: ସଂଗରୋଧ କେନ୍ଦ୍ରରେ ଅବହେଳା ଯୋଗୁ ରାସ୍ତା ଅବରୋଧ କଲେ ପ୍ରବାସୀ ଓଡିଆ

ଭଦ୍ରକ(କେନ୍ଯୁଜ୍): ବାସୁଦେବପୁର ବ୍ଲକ ବିନାୟକପୁର ପଂଚାୟତରେ ଥିବା କ୍ବାରେଣ୍ଟିନ ସେଣ୍ଟରରେ ଥିବା ପ୍ରବାସୀମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ନେଇ ରାସ୍ତାରେ ବସିଲେ । ପଂଚାୟତରେ ଥିବା ୨ଟି କ୍ବାରେଣ୍ଟିନ ସେଣ୍ଟରରେ ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ…

ଜଗତସିଂହପୁର କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ପିଟିଲେ ସରପଞ୍ଚ ସ୍ବାମୀ, ଦେଖନ୍ତୁ ଭିଡିଓ

ଜଗତସିଂହପୁର(କେନ୍ୟୁଜ୍): ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚ ସ୍ବାମୀଙ୍କ ଦାଦାଗିରି। ଜଣେ ପ୍ରବାସୀଙ୍କୁ ସରପଞ୍ଚଙ୍କ ସ୍ୱାମୀ ମାଡ଼ ମାରିଥିବା ଆସିଛି ସଙ୍ଗିନ୍ ଅଭିଯୋଗ। ଜଗତସିଂହପୁର ଜିଲ୍ଲା ଏରସମାବ୍ଲକ ଗଡ଼ବିଶୁନପୁର ପଞ୍ଚାୟତର କ୍ବାରେଣ୍ଟାଇନ ସେଣ୍ଟରରୁ ଆସିଛି  ଏଭଳି ଅଭିଯୋଗ। ସ୍ଥାନୀୟ…

କୋରାପୁଟରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରସବ କଲେ ମହିଳା, ଜନ୍ମ ଦେଲେ ଶିଶୁପୁତ୍ର

କୋରାପୁଟ: କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରସବ କଲେ ମହିଳା। ଜନ୍ମ ଦେଲେ ଶିଶୁପୁତ୍ର। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାଠରଗଡ଼ା ସଙ୍ଗରୋଧ ଗୃହରେ ଘଟିଛି ଏହି ଘଟଣା । ତେବେ ବର୍ତ୍ତମାନ  ମାଆ ଓ ଶିଶୁ ପୁତ୍ର ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡିଛି । ଉଭୟଙ୍କୁ ବୋରିଗୁମ୍ମା…

ସଂଗରୋଧ କେନ୍ଦ୍ରରେ ଗଛ ଲଗାଇଲେ ପ୍ରବାସୀ ଓଡିଆ

ଯାଜପୁର(କେନ୍ଯୁଜ୍): ବାହାର ରାଜ୍ଯରୁ ଫେରୁଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ କ୍ବାରେଣ୍ଟାଇନ ଯେଣ୍ଟରରେ ରଖିବାକୁ ସରକାର ବିଭିନ୍ନ ପ୍ରକାର ବ୍ଯବସ୍ଥା କରିଛନ୍ତି। ବିଭିନ୍ନ ସେଣ୍ଟରରେ ପ୍ରବାସୀ ଓଡିଆ ଭାଇମାନେ ସରକାରଙ୍କ ଦ୍ବାରା ଜାରି କରାଯାଇଥଇବା ନୀତି ନିୟମକୁ ମାନି ଚଳିବା ସହ…

ନିମାପଡ଼ା : ସଂଗରୋଧ କେନ୍ଦ୍ରରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀ ଯୁଗଳ, ଫେରିଥିଲେ ସୁରତ୍‌ରୁ

ଗୋପ: ପୁରୀ ଜିଲ୍ଲା ନିମାପଡା ବ୍ଳକ୍ ଶଗଡା ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ଥିବା ଏକ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୂଚନା ଅନୁଯାୟୀ ଶଗଡା ଗ୍ରାମର ସୌରଭ ଦାସ ଗତ ବର୍ଷ ଡେରାଙ୍ଗ ଘୋରଡିଆ ଗ୍ରାମର ପିଙ୍କି ଦାସଙ୍କୁ ଭଲପାଇ ସୁରତ ନେଇ ପଳାଇଥିଲେ । ହେଲେ କରୋନା ଲକ୍ ଡାଉନ୍…

ବଲାଙ୍ଗିର: ପୁଣି କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ମୃତ୍ୟୁ, ବୁର୍ଲା ହସ୍ପିଟାଲର ଡାକ୍ତର କିହିଲେ ସେପ୍ଟିସେମିଆ ରୋଗରେ…

ପୁଣି ଜଣେ କ୍ବାରେଣ୍ଟାଇନ ସେଣ୍ଟରରେ ମୃତ୍ୟୁ ବରଣ  କରିଛନ୍ତି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଖୁଣ୍ଟସମଲାଇ କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଟିକେମଣି ତଅଲ। ଛତିଶଗଡ଼ରେ ନିଜ ପୁଅ ପାଖରେ ରହୁଥିବା ଟିକେମଣି ଗତ ୧୭ ତାରିଖରେ ନିଜ ଗାଁକୁ…

ହିଞ୍ଜିଳିକାଟୁ ବୁରୁପଡା କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ଦେଶୀ ମଦ ଚାଲାଣ, ଜଣଙ୍କୁ ଗିରଫ କଲା ପୋଲିସ୍

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବୁରୁପଡା ସଙ୍ଗରୋଧ କେନ୍ଦ୍ରକୁ ମଦ ଚାଲାଣର ପର୍ଦାଫାର୍ଶ କରିଛି ପୋଲିସର । ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହିତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି । ଗିରଫ ଜଣଙ୍କ ସ୍ଥାନୀୟ ଗାଁର ସୁବାସ ଦଳାଇ । ସୂଚନା ଅନୁଯାୟୀ,ଗତକାଲି…

ସରପଂଚଙ୍କ ସହାୟତାରେ ସଂଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳିଲେ ମହିଳା

ଯାଜପୁର ଟାଉନ(କେନ୍ଯୁଜ୍): ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳିଲେ ମହିଳା । ଯାଜପୁର ବ୍ଲକ ସିମିଳିଆ ପଂଚାୟତର ସରପଂଚଙ୍କ ଉଦ୍ୟମ କ୍ରମେ ଏହା ସମ୍ଭବ ହୋଇପାରିଛି । ପଂଚାୟତର ମଇଦପୁର ସର୍ବମଂଗଳା ହାଇସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୩ ଜଣ…

କ୍ୱାରେଣ୍ଟାଇନ୍‌ରେ ହେବ ସାବିତ୍ରୀ ବ୍ରତ, ଭାର ପହଞ୍ଚାଇଲେ ମହିଳା ସରପଞ୍ଚ

ଭଞ୍ଜନଗର(କେନ୍ଯୁଜ୍): ଏବେ କରୋନା ସମୟରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଦିନ କାଟୁଛନ୍ତି ଅନେକ ମହିଳା । ଆସନ୍ତାକାଲି ସାବିତ୍ରୀ ବ୍ରତ ଥିବାରୁ ସଂଗରୋଧ କେନ୍ଦ୍ରରେ ଥିବା ମହିଳାମାନେ କେମିତି ପାଳିବେ ବ୍ରତ ସେ ନେଇ ଚିନ୍ତା କରିଛନ୍ତି ମହିଳା ସରପଞ୍ଚ। ଏନେଇ ମା ବନିଗଲେ ମହିଳା ସରପଞ୍ଚ ।…

ଭଦ୍ରକ: ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଆତଙ୍କ, ସ୍ୱାବ ପରୀକ୍ଷା ପରେ ଜଣାପଡିବ ପ୍ରକୃତ କାରଣ

ଭଦ୍ରକ(କେନ୍ଯୁଜ୍): ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ। ସୂଚନା ମୁତାବକ ମୃତ ବ୍ଯକ୍ତି ଜଣକ ହେଉଛନ୍ତି ଭଣ୍ଡାରି ପୋଖରୀ ବ୍ଲକ ସରପଦା ଗ୍ରାମର ଦେବେନ୍ଦ୍ର ରାଉତ। ରିପୋର୍ଟ ଅନୁଯାୟୀ ସେ କଲିକତାରୁ ଫେରି ବୟାବଦାପୁର ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଅନ୍ୟପଟେ ଆଜି ରାଜ୍ଯରେ ୫ମ କରୋନା…

ଆ…ହା..ଚିକେନ ସାଙ୍ଗକୁ, ବହଳିଆ ଡାଲି : ଜିଲ୍ଲା ପ୍ରଶାସନକୁ ପ୍ରଶଂସାରେ ପୋତି ପକାଇଲେ କ୍ୱାରେଣ୍ଟିନ…

ଗଞ୍ଜାମ: ଚିକେନ ସାଙ୍ଗକୁ,ବହଳିଆ ଡାଲି । ୨୧ ଦିନ କଣ ୩୦ ଦିନ କହିଲେ ବି ଆମେ ରହିବୁ। ଏକଥା କହିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ରେ ଏକ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ । ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ୱିଟ କରାଯାଇଥିବା…

ଚିନ୍ତା ବଢାଉଛନ୍ତି ଅମାନିଆ: କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଆସିଲେନି ଯୁବକ, ଘରୁ ଉଠାଇ ଆଣି କରାଗଲା ସ୍ୱାବ ଟେଷ୍ଟ

ବାଙ୍କୀ: ଚିନ୍ତା ବଢାଉଛନ୍ତି ଅମାନିଆ। କଟକ ବାଙ୍କୀ ଅନୁଆରୀ ପଞ୍ଚାୟର ଜଣେ ଯୁବକ ହାଇଦ୍ରାବାଦରୁ ଫେରି ଘରେ ରହୁଥିଲେ। ଗାଁ ଲୋକଙ୍କ ସରପଞ୍ଚଙ୍କୁ ଖବର ଦେବା ପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ଯୁବକଙ୍କୁ କହିଥିଲେ ସରପଞ୍ଚ। ତଥାପି ସେ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଆସିନଥିଲେ।…