ଖୋର୍ଦ୍ଧା: ଟାଙ୍ଗୀ ଥାନା ଚଣ୍ଡେଶ୍ୱର କ୍ବାରେଣ୍ଟାଇନ ସେଣ୍ଟରରୁ ଘରକୁ ଫେରି ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ…
ଟାଙ୍ଗୀ(କେନ୍ୟୁଜ୍): ପୁଣି କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ । ତାଙ୍କ ନାମ ମୋହନ ପ୍ରଧାନ ଓ ବୟସ ୪୦ ବର୍ଷ । ଘର ଟାଙ୍ଗୀ ଥାନା ଚିଲିକା ବ୍ଲକ୍ ଚଣ୍ଡେଶ୍ୱର ପଞ୍ଚାୟତର ଚମ୍ପାଦେଇପୁର ଗ୍ରାମରେ ବୋଲି ଜଣା ପଡିଛି । ଗତ କାଲି ସେ ଚଣ୍ଡେଶ୍ୱର …