Browsing Tag

quarantine

କରୋନା ସଂକ୍ରମିତ ହେବା ପରେ ଟେନ୍ସନରେ କରୀନା, ପିଲାଙ୍କ ପାଇଁ କଲେ ଏହି କାମ

ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କୁ କରୋନା ହେବା ପରେ ତାଙ୍କ ଚିନ୍ତା ବଢିଯାଇଛି। ବେବୋ ଏବେ ନିଜ ପରିବାର ପାଇଁ ଖୁବ ଟେନ୍ସନରେ ଅଛନ୍ତି। ଏଣୁ ପରିବାରର ଅନ୍ୟ ସଦସ୍ୟଙ୍କ ସମେତ ପିଲାଙ୍କ ସୁରକ୍ଷା ପାଇଁ ଏକ ଖାସ୍ କାମ କରିଛନ୍ତି। କରୀନା କପୁର ନିଜ ବିଷୟରେ କିଛି ସୂଚନା ଦେଇନଥିଲେ ମଧ୍ୟ…

ଇଂଲଣ୍ଡରେ ନୂଆ ଯାତ୍ରା ନିୟମ, ଭ୍ୟାକ୍ସିନ୍‌ର ଦୁଇଟି ଡୋଜ୍‌ ନେଇଥିଲେ ସୁଦ୍ଧା ଭାରତୀୟଙ୍କ ପାଇଁ ୧୦ ଦିନର…

କରୋନା ଭାଇରସ୍‌ ମାମଲାକୁ ନଜରରେ ରଖି ବ୍ରିଟେନ୍‌ରେ ନୂଆ ଯାତ୍ରା ନିୟମରେ ପରିବର୍ତ୍ତନ କରାଯାଇଛି। ସମ୍ପୂର୍ଣ୍ଣ ଭ୍ୟାକ୍ସିନେଟେଡ୍‌ ଭାରତୀୟଙ୍କୁ ୟୁକେରେ ଟିକା ନେଇଥିବା ବ୍ୟକ୍ତି ହିସାବରେ ଗଣାଯିବ ନାହିଁ, ଅର୍ଥାତ୍‌ ଏହାକୁ ଟିକାକରଣ ବୋଲି ଧରାଯିବ ନାହିଁ। ଏହି କାରଣରୁ ସେମାନଙ୍କୁ ୧୦ ଦିନ…

ଆନ୍ଧ୍ର-ତେଲେଙ୍ଗାନାରୁ ଫେରିଲେ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ, ୬ଜିଲ୍ଲା ପ୍ରଶାସକୁ ଆଲର୍ଟ କଲେ SRC

ଭୁବନେଶ୍ବର: ଆନ୍ଧ୍ର-ତେଲେଙ୍ଗାନାରୁ ଫେରିଲେ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ । ଆନ୍ଧ୍ର ଓ ତେଲେଙ୍ଗାନାରେ କୋଭିଡ୍‌ର ଅତ୍ୟନ୍ତ କ୍ଷତିକାରକ ଭାରିଆଣ୍ଟ ବ୍ୟାପୁଛି । ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ଛଅ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ…

ବୁର୍ଲା ଭୀମ୍‌ସାରର ୭୦ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ, ଆଜିଠାରୁ ୧୨ତାରିଖ ପର୍ଯ୍ୟନ୍ତ…

ସମ୍ବଲପୁର : ବୁର୍ଲା ଭୀମ୍‌ସାରର ୭୦ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ। ମେଡିସିନ୍‌ ବିଭାଗର ୩୮ଜଣ ଡାକ୍ତରଙ୍କ ସମେତ ୭୦ଜଣ ଡାକ୍ତର କ୍ୱାରେଣ୍ଟାଇନ୍‌ରେ ରହିବେ। ଗତ ମଙ୍ଗଳବାର ବୁର୍ଲା ଭୀମସାର ମେଡିକାଲର ୯ଜଣ ଡାକ୍ତର, ୧୨ଜଣ ଆଟେଣ୍ଡାଣ୍ଟ ଓ ନର୍ସ ପଜିଟିଭ୍‌ ଚିହ୍ନଟ…

ଟ୍ରେନ୍‌ରେ ଯିବା ଆସିବା କଲେ ୧୪ ଦିନ ଯାଏଁ ରହିବାକୁ ପଡ଼ିବ କ୍ୱାରେଣ୍ଟାଇନ୍‌ରେ‌, ଲାଗୁ ହେଲା ନୂଆ ନିୟମ

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ହାର ଓଡ଼ିଶାରେ ବି ବଢ଼ୁଛି। କେବଳ ସଂକ୍ରମଣ ନୁହେଁ ଏବେ କରୋନାରେ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଣୁ କରୋନା ରୋକିବାକୁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଇତି ମଧ୍ୟରେ…

କି କଳି କାଳ ହେଲାରେ ବାବା! ରାତି ଅଧରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଦିଅର ସହ ଭାଉଜ ଫେରାର

ପ୍ରେମିକ ସହ ପ୍ରେମିକା ଫେରାର ହେବା କିଛି ନୂଆ କଥା ନୁହେଁ। ପରିବାର ଲୋକ ବିବାହ ପାଇଁ ରାଜି ନ ହେଲେ ଏବେ ପ୍ରାୟ ଝିଅ ପୁଅ ଘରୁ ଫେରାର ହୋଇ ବିବାହ କରୁଛନ୍ତି। ଏଭଳି ମାମଲା ଏବେ ଅତି ସାଧାରଣ ହୋଇଗଲାଣି। କିନ୍ତୁ କରୋନା ସ୍ଥିତିରେ ଏହି ମାମଲା ଟିକେ କମିଯାଇଥିବା ବେଳେ ଏବେ ପୁଣି ଥରେ ଏଭଳି…

କ୍ବାରେଣ୍ଟାଇନ୍ ସେଣ୍ଟରରୁ ବାହାରିବା ଖୁସିରେ ରାସ୍ତା ଉପରେ ନାଚିଲେ ଯୁବକ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ଯ ନିଜର ହସ ରୋକିପାରିବେ ନାହିଁ। ଏହି ଭିଡିଓରେ ଜଣେ ବ୍ଯକ୍ତି ରାସ୍ତା ମଝିରେ ଏପରି ଡ୍ଯାନ୍ସ କରୁଛନ୍ତି, ଯାହା ସମସ୍ତଙ୍କୁ ମନକୁ ଛୁଇଁପାରିଛି। ବ୍ଯକ୍ତି ଜଣକ ପ୍ରଶଂସାର ଯୋଗ୍ଯ ହୋଇଛନ୍ତି। ଲୋକମାନଙ୍କ ଖୁସି…

ଆସାମ ଫେରନ୍ତା ସ୍ବାମୀଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖିଲେ ସରପଞ୍ଚ ସ୍ତ୍ରୀ

ତାଳଚେର(କେନ୍ଯୁଜ୍): ତାଳଚେର କଣିହାଁ ରେଙ୍ଗାଲି ପଞ୍ଚାୟତର ସରପଞ୍ଚ ରଶ୍ମିତା ସେଠୀ ସ୍ବାମୀଙ୍କୁ କ୍ବାରେଣ୍ଟାଇନରେ ରଖି ସାଜିଲେ ଉଦାହରଣ। ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଦେଶ ତଥା ରାଜ୍ଯରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ଯା ବଢିବାରେ ଲାଗିଛି। ଏନେଇ ସରକାର…

କେଉଁଠି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଚାଲିଛି ଟିକଟକ ଭିଡ଼ିଓ ତ କେଉଁଠି ଫୋପଡା ଯାଉଛି ଖାଦ୍ଯ: ଥରେ ନଜର ପକାନ୍ତୁ ଏଠାକାର…

ଜଳେଶ୍ବର: କ୍ଵାରେଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କୁ ନେଇ ବହୁ ଅଭିଯୋଗ ଆପଣଙ୍କ ସାମନାକୁ ଆସିଛି । କେଉଁଠି  ଅନ୍ତେବାସୀ ମାନେ ଖାଦ୍ଯ ଫୋପିଡିଛନ୍ତି ତ କେଉଁଠି ଟିକଟକ୍ ଭିଡିଓ କରି ସମାଲୋଚନାର ପାତ୍ର ହୋଇଛନ୍ତି ।  ହେଲେ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ବାଘବାଳି ଉଚ୍ଚ…

ବଦଳିଲା କ୍ୱାରେଣ୍ଟାଇନ୍ ନିୟମ, ଏବେଠୁ ୨୧ ଦିନ ବଦଳରେ ରହିବେ ୧୪ ଦିନ

ଭୁବନେଶ୍ବର: ବଦଳିଲା କ୍ୱାରେଣ୍ଟାଇନ୍ ନିୟମ। ଏବେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ ପ୍ରବାସୀ । ପ୍ରଥମରୁ ଏହି ୧୪ଦିନର କ୍ୱାରେଣ୍ଟାଇନ୍ ନିୟମ ଥିବାବେଳେ ମଝିରେ ଏହାକୁ ଆଉ ୭ଦିନ ବଢାଯାଇ ୨୧ ଦିନ କରାଯାଇଥିଲା । କିନ୍ତୁ ଏବେ ପୁଣି ନିୟମ ବଦଳି ୧୪ ଦିନ କରାଗଲା । ଏବେ ପ୍ରବାସୀ ମାନେ ୧୪…

ହିଞ୍ଜିଳିକାଟୁ ବୁରୁପଡା କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ଦେଶୀ ମଦ ଚାଲାଣ, ଜଣଙ୍କୁ ଗିରଫ କଲା ପୋଲିସ୍

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବୁରୁପଡା ସଙ୍ଗରୋଧ କେନ୍ଦ୍ରକୁ ମଦ ଚାଲାଣର ପର୍ଦାଫାର୍ଶ କରିଛି ପୋଲିସର । ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହିତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି । ଗିରଫ ଜଣଙ୍କ ସ୍ଥାନୀୟ ଗାଁର ସୁବାସ ଦଳାଇ । ସୂଚନା ଅନୁଯାୟୀ,ଗତକାଲି…

ଭଦ୍ରକ: ଆମକୁ ଭଲ ଖାଇବା ଦିଅ, ନମୂନା ପରୀକ୍ଷା କର , ଏଭଳି ଅଭିଯୋଗ ଆଣି ରାସ୍ତା ଅବରୋଧ କଲେ କ୍ବାରେଣ୍ଟାଇନ…

ବାସୁଦେବପୁର(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଢୁଆଁ ପଂଚାୟତ ନାଂଜିପଦା ବାତ୍ୟା ଆଶ୍ରୟ ସ୍ଥଳୀରେ କ୍ୱାରେଣ୍ଟାଇନ୍‌ରେ ଥିବା ୮୦ଜଣରୁ ଅଧିକ ପ୍ରବାସୀ ଶ୍ରମିକ ବିଭିନ୍ନ ଦାବୀ ନେଇ ମନ୍ଦାରୀ ଇରମ ରାସ୍ତାକୁ କରିଛନ୍ତି ଅବରୋଧ । ଏହି ସେଣ୍ଟରରେ ପ୍ରବାସୀରହିବା ଆଜକୁ ୧୯ରୁ୨୦ଦିନ…