Browsing Tag

quarantine

ଶେଷ ହେଲା କୋରେଣ୍ଟାଇନ୍, ଘରକୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ବ୍ରହ୍ମପୁର (କେ ନ୍ୟୁଜ୍): ଏକୋଇଶି ଦିନ କୋରେଣ୍ଟାଇନ୍ ରେ ରହିବା ପରେ ଘରକୁ ବାହାରିଲେ ପ୍ରବାସୀ ଓଡିଆ । ଏହି ଅବସରରେ ଗଂଜାମ ଜିଲ୍ଲା ଶେରଗଡ ଆଦର୍ଶ ବିଦ୍ୟାଳୟ ରେ ହୋଇଥିବା କୋରେଣ୍ଟାଇନ୍ ସେଣ୍ଟର ରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ପ୍ରବାସୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଯଦି କିଛି…

କ୍ୱାରେଣ୍ଟିନରେ ରହିଲେ ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି, କିନ୍ତୁ କାହିଁକି ଜାଣନ୍ତୁ

ବଲିଉଡର ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଘାରିଛି କରୋନା ଭୟ। ଅଭିନେତା ଏବଂ ତାଙ୍କ ପରିବାରକୁ କ୍ୱାରେଣ୍ଟିନରେ ରଖାଯାଇଛି। ନୱାଜୁଦ୍ଦିନ ସିଦ୍ଦିକି ଗତ ମେ ୧୧ ତାରିଖରେ ପ୍ରଶାସନଙ୍କ ଅନୁମତି ନେଇ ମୁମ୍ବାଇରୁ ନିଜ ଘର ମୁଜ୍ଜ୍ଵଫରନଗର ବୁଢାନାକୁ ଆସିଥିଲେ। ତାଙ୍କ ସହିତ…

ଦିଲ୍ଲୀ ଫେରନ୍ତା ଅଭିଯୁକ୍ତ କରୋନା ପଜିଟିଭ୍, ପୁରୀ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ

ପୁରୀ: କ୍ୱାରେଣ୍ଟାଇନରେ ଥାନାର ସମସ୍ତ କର୍ମଚାରୀ । ପୁରୀ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ । ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେ କରୋନା ପଜିଟିଭ ହୋଇଥିବାରୁ ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ ରହିଛନ୍ତି । ଏହାସହ ଥାନାକୁ ମଧ୍ୟ ସାନିଟାଇଜ କରାଯାଇଛି ।…

କ୍ୱାରେଣ୍ଟାଇନ୍ ଅବଧି ବଢ଼ିଲା ୨୮ ଦିନକୁ, ପ୍ରେସ୍ ମିଟ୍‌ରେ ସୂଚନା ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆମ ରାଜ୍ୟ ଅନେକ ବାତ୍ୟାର ସାମନା କରିଛି । କରୋନା ଓଡ଼ିଶାରେ ଏପର‌୍ୟ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପହଞ୍ଚି ନାହିଁ । ଆଗାମୀ ଜୁନ୍ କିମ୍ବା ଜୁଲାଇରେ ଏଠାରେ କରୋନା ଲ୍ୟାଣ୍ଡଫଲ୍ କରିବ ବୋଲି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ…

୧୪ ଦିନ ବଦଳରେ ୨୧ ଦିନ କରାଯାଉ କ୍ଵାରେଣ୍ଟାଇନ ସମୟ ସୀମା : ହୃଦରୋଗ ବିଶେଷଜ୍ଞ ଡଃ କେ.ଶ୍ରୀନାଥ ରେଡ୍ଡୀ

କ୍ୱାରେଣ୍ଟାଇନ ଓ ସାମାଜିକ ଦୂରତ୍ୱକୁ ହେଲେ ପଦ୍ମଭୂଷଣ ଡ଼. କେ ଶ୍ରୀନାଥ ରେଡ୍ଡୀ । ତାଙ୍କ ଅନୁଯାୟୀ, ଦରକାର ପଡ଼ିଲେ ୧୪ ଦିନ ବଦଳରେ ୨୧ ଦିନକୁ କ୍ୱାରେଣ୍ଟାଇନ ସମୟସୀମା ବଢ଼ାଯାଉ। ଆଜି ଭିଡିଓ କନଫରେନ୍‌ସିଂରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ତଥା ପ୍ରଖ୍ୟାତ ହୃଦରୋଗ…

କଟକରେ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟର ବୁଲି ଦେଖିଲେ ଜିଲ୍ଲାପାଳ, ପଚାରି ବୁଝିଲେ ପ୍ରବାସୀ ଓଡ଼ିଆଙ୍କ ଭଲମନ୍ଦ

କଟକ: ପ୍ରବାସୀ ଓଡ଼ିଆଙ୍କ ଘର ଫେରନ୍ତା ନେଇ ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଛି କ୍ୱାରେଣ୍ଟାଇନ ସେଣ୍ଟର। କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ବୁଲି ଦେଖିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। କଟକ ସଦର, ବାରଙ୍ଗ, କଣ୍ଟାପଡ଼ା ଓ ନିଆଳି ବ୍ଲକର…

ବାହାରୁ ଆସି ଗାଁରେ ବୁଲୁଥିଲେ ଯୁବକ, କ୍ୱାରେଣ୍ଟାଇନରେ ରହିବାକୁ କହିବାରୁ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କଲେ…

ଯାଜପୁର ଟାଉନ୍ (କେ ନ୍ୟୁଜ୍‌) : ଗାଁରେ ଥିବା ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ନେଇ ଗଣ୍ଡଗୋଳ । ଆକ୍ରମଣରେ ଜଣେ ଗୁରୁତର । ଏଭଳି ଘଟଣା ଯାଜପୁର ସଦର ଥାନା ଅନ୍ତର୍ଗତ କାକୁଡିକୁଦ ପଂଚାୟତ ନୀଳକଣ୍ଠପୁର ଗାଁରେ ଘଟିଛି । ଏଠାକାର ଜଣେ ଯୁବକ ଜିଲ୍ଲା ଓ ଜିଲ୍ଲା ବାହାରୁ ବୁଲାବୁଲି କରି ଗାଁକୁ…

ଭୁବନେଶ୍ୱରରେ ହୋମ୍‌ ଓ ସରକାରୀ କ୍ୱାରେଣ୍ଟାଇନ ଆରମ୍ଭ, ରିସିଭିଂ ସେଣ୍ଟରରେ ପ୍ରବାସୀଙ୍କ ସ୍କ୍ରିନିଂ 

ଭୁବନେଶ୍ୱର: ଭୁବନେଶ୍ୱରରେ ୨ ପ୍ରକାରର କ୍ୱାରେଣ୍ଟାଇନ ବ୍ୟବସ୍ଥା । ହୋମ୍‌ ଓ ସରକାରୀ କ୍ୱାରେଣ୍ଟାଇନ ଆରମ୍ଭ । କରୋନା ଯୋଗୁ ବାହାରେ ଫସିଥିବା ଶ୍ରମିକ, ଛାତ୍ରଛାତ୍ରୀ , ତୀର୍ଥଯାତ୍ରୀମାନେ ବସ୍‌ ଓ ଟ୍ରେନ ଯୋଗେ ରାଜଧାନୀରେ ପହଞ୍ଚୁଥିବା ଲୋକଙ୍କୁ ପ୍ରଥମେ ରିସିଭିଂ ସେଣ୍ଟରକୁ ଅଣାଯାଉଛି ।…

ମୋହନା ବ୍ଲକକୁ କେରଳରୁ ଫେରିଲେ ୩୮ ଜଣ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଲା ପ୍ରଶାସନ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ବ୍ଲକକୁ କେରଳ ରୁ ୩୮ ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି l ସ୍ୱତନ୍ତ୍ର ଟ୍ରେନ ଯୋଗେ ସେମାନେ ଜଗନ୍ନାଥପୁର ଷ୍ଟେସନ ରେ ପହଞ୍ଚିବା ପରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଏକ ସ୍ୱତନ୍ତ୍ର ବସ ଯୋଗେ ମୋହନା ବ୍ଲକ ଲୁହାଗୁଡି ଅଭିମୁଖେ ଅଣାଯାଇଥିଲା l…

ମହଙ୍ଗା ପଡ଼ିଲା କ୍ୱାରେଣ୍ଟାଇନ୍‌ ହଲ୍‌ରେ ଟିକ୍‌ଟକ୍‌ କରିବା, ୬ ଜଣଙ୍କ ବିରୋଧରେ ମାମଲା ରଜୁ କଲା ଭଦ୍ରକ ପୋଲିସ

ଚାନ୍ଦବାଲି : କ୍ୱାରେଣ୍ଟାଇନ୍‌ ହଲ୍‌ରେ ଟିକ୍‌ଟକ୍‌ କରି ଫସିଲେ । ସାମାଜିକ ଦୂରତା ନମାନି ଭିଡିଓ କରିଥିବାରୁ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ । କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସାମାଜିକ ଦୂରତା ଅବମାନନା କରିଥିବାରୁ ମାମଲା ରଜୁ କରିଛି ଭଦ୍ରକ ପୋଲିସ । ଆଇପିସିର ଧାରା ୧୮୮, ୨୬୯, ୨୭୦ ଏବଂ…

କ୍ୱାରେଣ୍ଟାଇନରେ ପ୍ରବାସୀଙ୍କ ପାଇଁ କେତେ ହେବ ଖର୍ଚ୍ଚ? ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ପ୍ରବାସୀ ଓଡ଼ିଆ ମାନେ ବାହାର ରାଜ୍ୟରୁ ଫେରିବା ପରେ ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବେ । ପ୍ରବାସୀ ଓଡ଼ିଆଙ୍କ ପାଇଁ ହେବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ । ୧୪ ଦିନର କ୍ୱାରେଣ୍ଟାଇନ୍‌ରେ ପ୍ରବାସୀଙ୍କ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ…

କ୍ବାରେଣ୍ଟାଇନ୍ ଗୃହରୁ ବାହାରି ଘରକୁ ଫେରିଲେ ମହାରାଷ୍ଟ୍ରରୁ ଯାଜପୁର ସାଇକେଲରେ ଆସିଥିବା ଯୁବକ

ଯାଜପୁର: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଥିଲା ଲକଡାଉନ କଟକଣା । ସାଇକେଲରେ ୧୭ ଶହ କିଲୋମିଟର ଆସିଥିଲେ ଯାଜପୁରର ୨୦ ବର୍ଷର ଯୁବକ । ସେ ମହାରାଷ୍ଟ୍ର ସଙ୍ଗ୍‌ଲିରେ ଏକ କମ୍ପାନୀରେ କାମ କରୁଥିଲେ । ଲକଡାଉନ ଯୋଗୁ ସେ ମାସିକ ଦରମା ପାଇନଥିଲେ । ଫଳରେ ସେ ଆବଶ୍ୟକ ମୁତାବକ ଖାଦ୍ୟରୁ ବଞ୍ଚିିତ…