କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଫେରନ୍ତା, SRC ଜାରି କଲେ ଗାଇଡ଼ଲାଇନ
କେନ୍ୟୁଜ୍(ବ୍ୟୁରୋ): କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଫେରନ୍ତା। କୁମ୍ଭମେଳା ଫେରନ୍ତାଙ୍କ ସଂପର୍କରେ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳ ଓ କମିସନରଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିସନର। କୁମ୍ଭମେଳାରେ ଭାଗ ନେବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ସହ ପଞ୍ଜୀକୃତ କରିଥିବା…