ପ୍ରତ୍ୟେକ ଦିନ ୭୦୦ ଗଧଙ୍କ କ୍ଷୀରରେ ଗାଧୋଉଥିଲେ ଏହି ରାଣୀ, କାରଣ ଜାଣି ଉଡିଯିବ ଆପଣଙ୍କ ହୋସ !
ସାଧାରଣତଃ ଆପଣ ଲୋକମାନଙ୍କୁ ପାଣି ଦ୍ବାରା, ଗାଇ କିମ୍ବା ମଇଁଷିର କ୍ଷୀରରେ ଗାଧୋଉଥିବା କଥା ଶୁଣିଥିବେ, କିନ୍ତୁ ଦୁନିଆରେ ଜଣେ ଏମିତି ରାଣି ଥିଲେ, ଯିଏ ଗଧ କ୍ଷୀରରେ ଗାଧୋଉଥିଲେ। ଏହାପାଇଁ ସେ ସବୁଦିନ ୭୦୦ ଗଧଙ୍କ କ୍ଷୀର ମଗାଉଥିଲେ। କିନ୍ତୁ ସେ ଏମିତି କାହିଁକି କରୁଥିଲେ, ତାହା ମଧ୍ୟ ଏକ…