Browsing Tag

Queen’s Baton Relay arrives

ପୁରୀରେ ପହଁଞ୍ଚିଲେ ରାଜ୍ୟଗୋଷ୍ଠୀ କ୍ରୀଡା କ୍ୟୁଇନ୍ସ ବ୍ୟାଟନ ରିଲେ ମଶାଲ

ଭୁବନେଶ୍ବର (କେନ୍ୟୁଜ): ରାଜ୍ୟଗୋଷ୍ଠୀ କ୍ରୀଡା କ୍ୟୁଇନ୍ସ ବ୍ୟାଟନ ରିଲେ ମଶାଲକୁ ପୁରୀରେ ସ୍ୱାଗତ । ମଶାଲକୁ ପ୍ରଥମେ ଡାକ୍ତରଖାନା ଛକ, ବଳଗଣ୍ତି, ମାର୍କେଟ ଛକ, ବିଗବଜାର, ମର୍ଚ୍ଚିକୋଟ, ସିଂହଦ୍ଵାରରେ ପ୍ରଶାସନ ଓ କ୍ରୀଡାପ୍ରେମୀ ସ୍ୱାଗତ କରିଥିଲେ । ଏହି ଅବସରରେ ବିଭିନ୍ନ ମାନ୍ୟଗଣ୍ୟ…