Browsing Tag

R.Ashwin

ବିଶ୍ବକପ୍ ପାଇଁ ଭାରତ ଦଳ ଘୋଷଣା, ଅନଫିଟ୍ ଅକ୍ଷର ପଟେଲଙ୍କ ସ୍ଥାନରେ ଖେଳିବେ ଆର୍ ଅଶ୍ୱିନ୍

ବିଶ୍ବକପ୍ ପାଇଁ ଘୋଷଣା ହୋଇଛି ଭାରତ ଦଳ । ଟିମକୁ ଫେରିଛନ୍ତି ଅଫ୍ ସ୍ପିନର ଆର୍ ଅଖେଳିବେ ଶ୍ବିନ। ଆହତ ହୋଇଥିବା ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ବାଦ୍ ଦିଆଯାଇଛି । ନିକଟରେ ଅଶ୍ୱିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ସୁଯୋଗ ଦିଆଯାଇଥିଲା । ଯେଉଁଥିରେ ସେ ଭଲ ପ୍ରଦର୍ଶନ…

ବିରାଟଙ୍କୁ ନେଇ ସିରାଜ ଏବଂ ଅଶ୍ୱିନ ଲେଖିଲେ ଏମିତି ଭାବବିହ୍ଵଳ ପୋଷ୍ଟ

ଟେଷ୍ଟ୍ କ୍ରିକେଟର ଦାୟିତ୍ୱ ଛାଡିବା ପରେ ବିରାଟ କୋହଲିଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ହାରିବା ପରେ ବିରାଟ ନିଜ ଇସ୍ତଫା ପ୍ରଦାନ କରିଥିଲେ । ସେ ଆଗକୁ ଟେଷ୍ଟ୍ ଖେଳିବେ ହେଲେ ଆଉ ଅଧିନାୟକ ରହିବେ ନାହିଁ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ।…

ଇଂଲଣ୍ଡ-ଇଣ୍ଡିଆ ତୃତୀୟ ଟେଷ୍ଟ: ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରନ୍ତି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ

୨୫ ରେ ଇଂଲଣ୍ଡ-ଇଣ୍ଡିଆ ତୃତୀୟ ଟେଷ୍ଟ । ଏହି ମ୍ୟାଚ୍‌ ପୂର୍ବରୁ ଭାରତ ତା’ର ପ୍ଲେଇଂ ୧୧ରେ ଅଦଳ ବଦଳ କରିପାରେ। ବିଶେଷ କରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରନ୍ତି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଜାଡେଜା ଚଳିତ ସିରିଜରେ ୪୪ ଓଭର ବୋଲିଂ କରିବା ସତ୍ତ୍ୱେ ଗୋଟିଏ ହେଲେ…

କରୋନା ପରିବାର ଲୋକଙ୍କୁ ଏକୁଟିଆ କରିଦେଉଛି, ଟ୍ବିଟ କରି ଜଣାଇଲେ ଅଶ୍ବିନୀଙ୍କ ପତ୍ନୀ ପ୍ରିୟା

କରୋନା ସହ ଲଢୁଛନ୍ତି ଭାରତୀୟ ସ୍ପିନର ଆର. ଅଶ୍ୱିନୀ । ଅଶ୍ବିନୀଙ୍କ ପରିବାରର ୧୦ ସଦସ୍ୟ କରୋନାର ବଶବର୍ତ୍ତୀ ହୋଇଛନ୍ତି । ସେଥିପାଇଁ ଆଇପିଏଲ ଛାଡି ପରିବାରର ଲୋକଙ୍କୁ ସାହାରା ଦେବାକୁ ଚାଲିଆସିଛନ୍ତି ଅଶ୍ୱିନୀ । ପରିବାର ଲୋକଙ୍କୁ କରୋନା ହୋଇଥିବା ଖବର ଶୁଣି ସେ ଅଧାରୁ ଖେଳ ଛାଡି…

ଦିଲ୍ଲୀ କ୍ୟାପିଟାଲସ୍‌କୁ ଝଟକା: ଅଚାନକ୍‌ ଆଇପିଏଲରୁ ବ୍ରେକ୍‌ ନେଲେ ସ୍ପିନର ଆର ଅଶ୍ୱିନୀ

ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲସ୍‌କୁ ଝଟକା । ଅଚାନକ୍‌ ଆଇପିଏଲରୁ ବ୍ରେକ୍‌ ନେଲେ ସ୍ପିନର ଆର ଅଶ୍ୱିନୀ । ପରିବାରଙ୍କ ସହ ରହିବାକୁ ଚାହୁଁଛନ୍ତି । ଯେଉଁମାନେ ଏବେ କରୋନା ମହାମାରୀ ସହ ଲଢ଼େଇ କରୁଛନ୍ତି । ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ମ୍ୟାଚ ଖେଳି ସାରିବା ପରେ ଏଭଳି ନିଷ୍ପତ୍ତି…