Browsing Tag

r udayagiri

ଆର. ଉଦୟଗିରି ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ଭୂସ୍ଖଳନ, ପୋତି ହୋଇଗଲା ୫ ବାଇକ

ମୋହନା(କେନ୍ୟୁଜ୍):  ଗତ କିଛି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ସାମାନ୍ୟ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ମାଟି ଅତଡ଼ା ସହ ବର୍ଷା ଜଳ ଗ୍ରାମ ମଧ୍ୟକୁ ଚାଲିଆସିଥିବା ଦେଖାଯାଇଛି। ତେଵେ ଏଥିରେ…

ଗଜପତି ଆର. ଉଦୟଗିରି ତହସିଲଦାରଙ୍କୁ ଆକ୍ରମଣ ଘଟଣା:  ଅନ୍ୟ ତମ ମୁଖ୍ୟଅଭିଯୁକ୍ତ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଆର. ଉଦୟଗିରି ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ଆକ୍ରମଣ ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ରାମଗିରି ଅଞ୍ଚଳରୁ ଗିରଫ କରିଛି ପୋଲିସ l ତଦନ୍ତରେ ବାଧା ଉପୁଜିବା ସନ୍ଦେହରେ ଅଭିଯୁକ୍ତର ନାମ ପ୍ରକାଶ କରିବା ପାଇଁ…

ଗଜପତି: ପୁଣି ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗର ଚଢ଼ାଉ, ୧୮ କୋଟିର ଗଞ୍ଜେଇ ଚାଷ ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲାରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷନଷ୍ଟ ଅଭିଯାନ ଜାରି ରହିଛି l ଆଜି ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗ ଅନୁଗୁର ପଞ୍ଚାୟତ ଅନ୍ତର୍ଗତ ପାର୍ଟିପାଙ୍ଗା ଗ୍ରାମର ୯୪ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି…

ମୋହନା: ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ, ସର୍ବସାଧାରଣ ସ୍ଥାନରେ ବିନା ମାସ୍କରେ ବୁଲିଲେ ରାୟଗଡ ବ୍ଲକର…

ମୋହନା(କେନ୍ୟୁଜ୍): ସର୍ବସାଧାରଣ ସ୍ଥାନରେ ଖୋଲମଖୋଲା କୋଭିଡ-୧୯ ନିୟମ ଉଲଂଘନ କଲେ ସରକାରୀ କର୍ମଚାରୀ। ଆର.ଉଦୟଗିରି ଅଞ୍ଚଳରେ ସାପ୍ତାହିକ ହାଟ ଚାଲିଥିବା ସମୟରେ ରାୟଗଡ ବ୍ଲକର ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ସାହୁ ଓ  କନିଷ୍ଠ ଯନ୍ତ୍ରୀ ସୟଦ ଜାଭେଦ ଅଲ୍ଲୀ ବିନା ମାସ୍କରେ ବୁଲୁଥିବାର…

ଗଜପତି: ମହିଳା ଚାଲାଣ କରୁଥିଲେ ୨୦ କେଜି ଗଞ୍ଜେଇ, ଆର.ଉଦୟଗିରି ପୋଲିସ କଲା ଗିରଫ

ଗଜପତି(କେନ୍ୟୁଜ): ଆର.ଉଦୟଗିରି ଅଞ୍ଚଳରୁ ୨୦ କେଜି ଗଞ୍ଜେଇ ଜବତ। ଆର ଉଦୟଗିରି ପୋଲିସ ପେଟ୍ରୋଲିଙ୍ଗ କଲାବେଳେ ଏକ ଅଟୋ ସହ ଏହି ୨୦ କେଜି ଗଞ୍ଜେଇ ଓ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସନ୍ଧ୍ୟାରାଣୀ ପାତ୍ର,ରଣାଲଇର ବିଜୟ ପାଣି, ଏବଂ ତଲଡା ସୌରାସାହିର ସୋମନାଥ ରଇତ। ଏହି ଗଞ୍ଜେଇ ସବୁ…