Browsing Tag

rabeena tondon

ଆଗରୁ କେବେ ଦେଖିନଥିବେ ଏଭଳି ଜବରଦସ୍ତ ଫୁଟବଲ୍‌ ଡ୍ୟାନ୍ସ, ଦେଖିଲେ ଆଁ କରି ରହିଯିବେ

ଫୁଟବଲ ଖେଳିବାର ପ୍ରାୟ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ଲୋକମାନେ ମଧ୍ୟ ଏଭଳି ଭିଡିଓକୁ ଖୁବ୍‌ ପସନ୍ଦ କରିଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏଭଳି ଫୁଟବଲ ଖେଳିବା ବେଳର ଭିଡିଓ ସେୟାର ହୋଇଛି ଯାହାକୁ ଦେଖିଲେ ଆପଣ କ୍ଷଣିକ ପାଇଁ ଆଁ କରି ଚାହିଁ ରହିବେ। ଭିଡିଓକୁ ବଲିଉଡ୍‌…

KGFର ରକିଂ ଫେମ୍‌ ୟଶ ଓ ରବୀନା ଦେଖାଇଲେ ସ୍ୱାଗ୍‌, ଭାଇରାଲ ହେଉଛି ଭିଡିଓ

କେଜିଏଫ୍‌ ଫେମ୍‌ ରକିଂ ଷ୍ଟାର ୟଶ ଓ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଉଭୟ ୟଶ ଓ ରବୀନା ପଛକୁ ବୁଲି ଲୁକ୍‌ ଦେଉଥିବା ଦେଖାଯାଇଛି। ଏହି ଭିଡିଓକୁ ରବୀନା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋ ସେୟାର…