ଡିମାଣ୍ଡ ଅନୁସାରେ ଝିଅ ଯୋଗାଉଥିଲା, ସେକ୍ସ ରାକେଟର ପର୍ଦ୍ଦାଫାସ କଲା ହ୍ୱାଟ୍ସଆପ୍
ନୂଆଦିଲ୍ଲୀ : ଗୌତମ ବୁଦ୍ଧ ନଗର ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ମାନବ ଚାଲାଣ ୟୁନିଟ୍ ହ୍ୱାଟ୍ସଆପ୍ ଜରିଆରେ ସେକ୍ସ ରାକେଟ କାରବାରରେ ଜଡିତ ଏକ ଗ୍ୟାଙ୍ଗର ନେତାଙ୍କୁ ଗିରଫ କରିଛି। ଏହି ମାମଲାରେ ପୋଲିସ ଘଟଣାସ୍ଥଳରୁ ଚାରି ଜଣ ବାଳିକାଙ୍କୁ ମଧ୍ୟ ଉଦ୍ଧାର କରିଛି। ପୋଲିସ ଦାବି କରିଛି…