Browsing Tag

Rafael Nadal

ଶିଶୁପୁତ୍ରକୁ ଜନ୍ମ ଦେଲେ ରାଫେଲ ନଡାଲଙ୍କ ପତ୍ନୀ, ଶୁଭେଚ୍ଛା ଜଣାଇଲା ରିଅଲ୍‌ ମେଡ୍ରିଡ୍‌

ସ୍ପେନର ଟେନିସ୍ ଷ୍ଟାର ରାଫେଲ୍ ନଡାଲ୍ ବାପା ହୋଇଛନ୍ତି । ଅକ୍ଟୋବର ୮ ତାରିଖରେ ନଡାଲଙ୍କ ପତ୍ନୀ ମାରିଆ ଫ୍ରାନସିସ୍କାପେରେଲୋ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ସ୍ପେନର ଫୁଟବଲ୍ କ୍ଲବ୍ ରିଅଲ୍ ମେଡ୍ରିଡ୍ ନିଜ ଅଫିସିଆଲ୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛି। ଯେଉଁଥିରେ ନଡାଲଙ୍କ ସହ…

କ୍ୟାରିଅରର ଶେଷ ମ୍ୟାଚ୍‌ରେ ଭାବବିହ୍ଵଳ ହେଲେ ରୋଜର ଫେଡେରର, କାନ୍ଦିଲେ ରାଫେଲ ନାଡାଲା ଏବଂ ନୋଭାକ୍‌ ଜୋକଭିକ୍‌

ସ୍ୱିଜରଲ୍ୟାଣ୍ଡର ଟେନିସ ଷ୍ଟାର ରୋଜର ଫେଡରର ନିଜର ଅନ୍ତିମ ମ୍ୟାଚ୍‌ରେ କାନ୍ଦି କାନ୍ଦି ବିଦାୟ ନେଇଛନ୍ତି। ଗତକିଛି ଦିନ ତଳେ ଟେନିସରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଥିଲେ ଫେଡରର। ଲେଭର କପ୍‌ ୨୦୨୨ରେ କ୍ୟାରିଅରର ଶେଷ ମ୍ୟାଚ୍‌ ଖେଳିଥିଲେ ରୋଜର ଫେଡରର। ଆଉ ମ୍ୟାଚ ହାରିବା ପରେ କାନ୍ଦି…

ରାଫେଲ ନାଡାଲ ଜିତିଲେ ଫ୍ରେଞ୍ଚ ଓପନ ୨୦୨୨, ଶୁଭେଚ୍ଛା ଜଣାଇଲେ ସଚିନ ଓ ସେହ୍ଵାଗ

ଫ୍ରେଞ୍ଚ ଓପନ ଜିତିଲେ ସ୍ପେନର ଟେନିସ ତାରକା ରାଫେଲ ନାଡାଲ । ୩୬ ବର୍ଷ ବୟସରେ ଉପନୀତ ହୋଇଥିବା ରାଫେଲ ନାଡାଲ ‘ଲାଲ ମାଟିର ବାଦଶାହ’ ଏହାକୁ ସେ ପୁଣି ଥରେ ପ୍ରମାଣିତ କରିପାରିଛନ୍ତି । ନରୱେର କୈସ୍ପର ରୂଡଙ୍କୁ ୬-୩, ୬-୩, ୬-୦ ସେଟରେ ହରାଇ ନାଡାଲ ୧୪ ଥର ପାଇଁ ଫ୍ରେଞ୍ଚ ଓପନ ନିଜ ନାମରେ…

ନୋଭାକ୍ ଜୋକୋଭିକକୁ ହରାଇ ପୁଣି ଇଟାଲୀ ଓପନ ଟାଇଟଲ ହାସଲ କଲେ ରାଫେଲ

ପୁଣି ଥରେ ବାଜି ମାରିଲେ ରାଫେଲ ନାଡାଲ । ସ୍ପେନର ରାଫେଲ ନାଡାଲ ବିଶ୍ବର ନଂ୧ ଖେଳାଳି ନୋଭାକ୍ ଜୋକୋଭିକକୁ ହରାଇ ଇଟାଲୀ ଓପନ ଟାଇଟଲ ହାସଲ କରିଛନ୍ତି। ଦଶମ ଥର ପାଇଁ ସେ ଏହି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି । ତେବେ ଏଥର ବି ଫାଇନାଲରେ ନୋଭାକ୍ ଜୋକୋଭିକ୍ (୭-୫, ୧-୬, ୬-୩) ସେଟରେ…

ରାଫେଲ ନଡାଲଙ୍କୁ ୧୯ ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌

ରାଫେଲ ନଡାଲଙ୍କୁ ୧୯ ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌ । ୟୁଏସ୍‌ ଓପନ୍‌ ଟେନିସ୍‌ ଫାଇନାଲରେ ଋଷର ଡେନିଲ ମେଡଭେଡେବଙ୍କୁ ପରାସ୍ତ କରି ଚାମ୍ପିୟନ୍‌ ହୋଇଛନ୍ତି। ୭-୫, ୬-୩, ୫-୭, ୪-୬, ୬-୪ ସେଟ୍‌ରେ ଡେନିଲ ମେଡଭେଡେବଙ୍କୁ ପରାସ୍ତ କରିଛନ୍ତି। ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌ ଜିଣିବାରେ ଏବେ ସେ…