ଶିଶୁପୁତ୍ରକୁ ଜନ୍ମ ଦେଲେ ରାଫେଲ ନଡାଲଙ୍କ ପତ୍ନୀ, ଶୁଭେଚ୍ଛା ଜଣାଇଲା ରିଅଲ୍ ମେଡ୍ରିଡ୍
ସ୍ପେନର ଟେନିସ୍ ଷ୍ଟାର ରାଫେଲ୍ ନଡାଲ୍ ବାପା ହୋଇଛନ୍ତି । ଅକ୍ଟୋବର ୮ ତାରିଖରେ ନଡାଲଙ୍କ ପତ୍ନୀ ମାରିଆ ଫ୍ରାନସିସ୍କାପେରେଲୋ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ସ୍ପେନର ଫୁଟବଲ୍ କ୍ଲବ୍ ରିଅଲ୍ ମେଡ୍ରିଡ୍ ନିଜ ଅଫିସିଆଲ୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛି। ଯେଉଁଥିରେ ନଡାଲଙ୍କ ସହ…