ରାଫେଲ ମାମଲାର ପୁଣି ଥରେ ହେବ ଶୁଣାଣି , କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା
ନୂଆଦିଲ୍ଲୀ(କେନ୍ୟୁଜ୍) : ରାଫେଲ ଡିଲ ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା । ପୁଣି ଥରେ ହେବ ରାଫେଲ ମାମଲାର ଶୁଣାଣି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି।