ଜୁଲାଇ ୨୯ରେ ଭାରତରେ ପହଞ୍ଚିବ ଲଢୁଆ ଯୁଦ୍ଧ ବିମାନ ରାଫେଲ: ଭାରତୀୟ ବାୟୁ ସେନା ପାଇଁ ଏହି ଏୟାରକ୍ରାଫ୍ଟ ହେବ ଗେମ୍…
ନୂଆଦିଲ୍ଲୀ: ଦୁଇ ଦିନ ପରେ ଭାରତରେ ପହଞ୍ଚିବ ଲଢୁଆ ଯୁଦ୍ଧ ବିମାନ ରାଫେଲ । ଜୁଲାଇ ୨୯ରେ ପ୍ରଥମ ପର୍ଯ୍ୟାୟରେ ଆମ୍ବାଲା ଏୟାରଫୋର୍ସ ଷ୍ଟେସନ୍ରେ ଅବତରଣ କରିବ ୫ଟି ରାଫେଲ । ଭାରତୀୟ ବାୟୁ ସେନା ପାଇଁ ଏହି କ୍ଷେପଣାସ୍ତ୍ରବାହୀ ଏୟାରକ୍ରାଫ୍ଟ ଗେମ ଚେଞ୍ଜର ହେବ ବୋଲି କୁହାଯାଉଛି ।
ଚୀନ ସହ…