Browsing Tag

ragbi trophy

ବିଦେଶରେ ଚମକିଲେ ଭାରତର ବାଳିକା ରଗ୍‌ବୀ ଦଳ, ସେଭେନ୍ସ ଟ୍ରଫିରେ ହାତେଇଲା ରୌପ୍ୟ

ପୁଣି ବିଦେଶରେ ଚମକିଲେ ଭାରତ ବାଳିକା ରଗ୍‌ବୀ ଦଳ । ଜାକର୍ତ୍ତାରେ ଅନୁଷ୍ଠିତ ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫିରେ ଭାରତୀୟ ରଗ୍‌ବୀ ଦଳକୁ ରୌପ୍ୟ ମିଳିଛି । ଭାରତୀୟ ଦଳରେ ଅଛନ୍ତି କିସ୍‌ର ୩ଜଣ ଛାତ୍ରୀ ଅଛନ୍ତି । ଏମାନେ ହେଲେ ହୁପି ମାଝୀ, ସୁମିତ୍ରା ନାୟକ, ମୀରାରାଣି ହେମ୍ବ୍ରମ୍‌ । ସେହିପରି…

ଆଜିଠାରୁ ବାରିପଦାରେ ଆରମ୍ଭ ହେଉଛି, ଜାତୀୟ ଜୁନିଅର ରଗବୀ ଚାମ୍ପିଅନସିପ୍

ବାରିପଦା (କେନ୍ୟୁଜ୍) : ଆଜିଠାରୁ ବାରିପଦାରେ ଆରମ୍ଭ ହେଉଛି, ଜାତୀୟ ଜୁନିଅର ରଗବୀ ଚାମ୍ପିଅନସିପ୍। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ମୟୂରଭଞ୍ଜ ଜିଲ୍ଲା ରଗବୀ ଫୁଟବଲ ଆସୋସିଏସନ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଜିଲ୍ଲାରେ ଏବେ ରଗବୀ…

କୋଣାର୍କରେ ରଗବୀ ଓ୍ଵାର୍ଲ୍ଡ କପ ଟ୍ରଫି, ଅପରାହ୍ନରେ କିସ୍‌ରେ ପ୍ରଦର୍ଶନ

କୋଣାର୍କ (କେନ୍ୟୁଜ୍‌) : ବିଶ୍ୱ ପ୍ରସିଦ୍ଧ କୋଣାର୍କ ଠାରେ ପହଞ୍ଚିଛି ରଗବୀ ଓ୍ଵାର୍ଲ୍ଡ କପ ଟ୍ରଫି । ସେଠାରେ ପ୍ରଦର୍ଶନ ପରେ ଏହି ଟ୍ରଫି ପୁଣି ଭୁବନେଶ୍ୱର ଫେରିବ । ଏହି ଟ୍ରଫିକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉନ୍ମୋଚନ କରିବେ । ପରେ ପରେ ଅପରାହ୍ନରେ ରଗବୀ ଓଡିଶାର…