ରାଗିଂ ଅଭିଯୋଗରେ ଆଇନ ଛାତ୍ରଙ୍କୁ ଅଭିନବ ଦଣ୍ଡ, ଅନାଥାଶ୍ରମରେ ସପ୍ତାହେ ପଢ଼ାଇବେ
କଟକ : ରାଗିଂ ଅଭିଯୋଗରେ ଆଇନ ଛାତ୍ରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ । ଅନାଥାଶ୍ରମରେ ଏକ ସପ୍ତାହ ପାଠ ପଢ଼ାଇବେ ରାଗିଂ କରିଥିବା ଛାତ୍ର । କନିଷ୍ଠ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ଫୌଜଦାରୀ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଏହାସହିତ…