ମହଙ୍ଗା ପଡିଲା ରାଗିଂ: ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭ ଜଣ ଛାତ୍ରଙ୍କୁ କରାଗଲା ବହିଷ୍କାର
ବ୍ରହ୍ମପୁର (କେନ୍ୟୁଜ୍):ମହଙ୍ଗା ପଡିଲା ରାଗିଂ । ୭ ଜଣ ଛାତ୍ରଙ୍କୁ ବହିଷ୍କାର । ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଅଧ୍ୟକ୍ଷ। ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କିଛି ଛାତ୍ର ସେମାନଙ୍କୁ ରାଗିଂ କରାଯାଉଥିବାନେଇ ୧୯ ତାରିଖରେ…