ଓଡ଼ିଶାର ବିଦାୟୀ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କିସ ଛାତ୍ରଛାତ୍ରୀ
ଓଡ଼ିଶାର ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କିସରେ ପଢ଼ୁଥିବା ଝାଡ଼ଖଣ୍ଡର ଜନଜାତି ଛାତ୍ରଛାତ୍ରୀ । ଏହା ପୂର୍ବରୁ ରାଜ୍ୟପାଳ ରଘୁବର ଦାସ କିସ୍ ପରିଦର୍ଶନ ସମୟରେ କିସରେ ଝାଡ଼ଖଣ୍ଡରୁ ୨ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବା ଜାଣିବାକୁ ପାଇଥିଲେ ।…