ରଘୁନାଥଙ୍କ ଯାତ୍ରାରେ ଲାଗି ହୁଏ ଅଲଣା ଜାଉକୁ ଚୁଡ଼ା ଘଷା ଭୋଗ, ବିଶ୍ୱାସ ରହିଛି ନିଃସନ୍ତାନ ମହିଳାଙ୍କ ହୁଏ ସନ୍ତାନ…
ପିପିଲି: ପ୍ରତି ବର୍ଷ ପୁରୀ ଜିଲ୍ଲା ପିପିଲି ସ୍ଥିତ ତେଇଶପୁର ଗାଁରେ ଆୟୋଜିତ ହୋଇଥାଏ ଠାକୁର ରଘୁନାଥଙ୍କ ଯାତ୍ରା । ପୌଷ ମାସରୁ ଏକ ମାସ ଧରି ପାଳିତ ହୋଇଥାଏ ଏହି ପର୍ବ । ମକର ସଂକ୍ରାନ୍ତି ପରେ ଉଦଯାପିତ ହୋଇଥାଏ । ଏଠାରେ ଠାକୁରଙ୍କ ନିକଟରେ ଲାଗି ହୋଇଥାଏ ଅଲଣାଜାଉ ଓ ଚୁଡ଼ା ଘଷା ଭଳି…