ରଘୁରାଜପୁରର ଅପିନ୍ଦ୍ର ସ୍ୱାଇଁଙ୍କ କଳାକୃତିକୁ ରୋମ୍ରେ ପ୍ରଶଂସା, ତିଆରି କରିବାକୁ ଲାଗିଥିଲା ୧୫ଦିନ
ପିପିଲି(କେନ୍ୟୁଜ୍):ପୁରୀ ଜିଲ୍ଲା ରଘୁରାଜପୁରର କଳାକୃତିକୁ ରୋମ୍ରେ ପ୍ରଶଂସା। ଆଜି ଏହି ଗାଁର ଚିତ୍ରକଳା ବିଶ୍ୱରେ ନିଜର ପ୍ରଚାର କରିପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ୍ର ଖ୍ରୀଷ୍ଟିୟ ଧର୍ମ ଗୁରୁ ପୋପଙ୍କୁ ଭେଟି ପଟ୍ଟଚିତ୍ର ଦେଇ ଓଡ଼ିଆର କଳା ସଂସ୍କୃତି ରଘୁରାଜପୁର କଳା…