Browsing Tag

Rahul dravid

ରାହୁଲ ଦ୍ରାବିଡ ଏବଂ ଶୁବମନ ଗିଲଙ୍କୁ ସମ୍ମାନିତ କରିବ ବିସିସିଆଇ, ୧୫ ମାର୍ଚ୍ଚରେ ହେବ ନମନ ଆୱାର୍ଡ ସମାରୋହ

ବିସିସିଆଇ ବାର୍ଷିକ ଉତ୍ସବ ନମନ ଆୱାର୍ଡ ସମାରୋହରେ ପୂର୍ବତନ କ୍ରିକେଟର ତଥା କୋଚ୍ ରାହୁଲ ଦ୍ରାବିଡ ଏବଂ ଶୁବମନ ଗିଲଙ୍କୁ ସମ୍ମାନିତ କରିବ । ରାହୁଲ ଦ୍ରାବିଡଙ୍କୁ କର୍ଣ୍ଣଲ ସିକେ ନାୟଡୁ ଲାଇଫଟାଇମ ଆଚିଭମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ କରିବ । ଶୁବମନ ଗିଲଙ୍କୁ କ୍ରିକେଟର ଅଫ ଦ ଇଅର ଆଓ୍ବାର୍ଡ…

ରାଜସ୍ଥାନ ରୟାଲ୍ସ ହାତ ଛାଡ଼ିଲେ ରାହୁଲ ଦ୍ରାବିଡ, ମୁଖ୍ୟ କୋଚ ପଦରୁ ଦେଲେ ଇସ୍ତଫା

ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ପଦରୁ ରାହୁଲ ଦ୍ରାବିଡ଼ଙ୍କ ଇସ୍ତଫା । ଏ ନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଘୋଷଣା କରାଯାଇଛି । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଆଗାମୀ ୨୦୨୬ IPL ପୂର୍ବରୁ ଫ୍ରାଞ୍ଚାଇଜି ସହ ସମ୍ପର୍କ ଶେଷ କରିଥିବା କୁହାଯାଇଛି । ରାଜସ୍ଥାନ ରୟାଲ୍ସ ମଧ୍ୟ ପୂର୍ବତନ ଟିମ୍…

ରାହୁଲ ଡ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍, ଟେଷ୍ଟରେ ଧରିଲେ ସର୍ବାଧିକ କ୍ୟାଚ୍

ରାହୁଲ ଡ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍ । ଟେଷ୍ଟରେ ସର୍ବାଧିକ କ୍ୟାଚ୍ ଧରିବାରେ କଲେ ରେକର୍ଡ । ଲର୍ଡସ ଟେଷ୍ଟରେ ଭାରତ ବିପକ୍ଷରେ ତୃତୀୟ ଟେଷ୍ଟର ଦ୍ବିତୀୟ ଦିନରେ ରୁଟ ଏହି ରେକର୍ଡ କରିଛନ୍ତି । ଟେଷ୍ଟ କ୍ରିକେଟରେ ସବୁଠାରୁ ସୁରକ୍ଷିତ ହାତ ଜୋ ରୁଟଙ୍କ ହାତ । ଅଣ ୱିକେଟ କିପର…

ବୈଶାଖୀ ସହାୟତାରେ ଟ୍ରେନିଂ କ୍ୟାମ୍ପରେ ପହଞ୍ଚିଲେ ରାହୁଲ ଦ୍ରାବିଡ, ଫଟୋ ସେୟାର କଲା ରାଜସ୍ଥାନ ରୟାଲ୍ସ

ଆଗାମୀ ଆଇପିଏଲ-୧୮ କୁ ଅପେକ୍ଷା କରି ରହିଛନ୍ତି କ୍ରିକେଟ ଫ୍ୟାନ୍ସ । ଏଥିପାଇଁ ସମସ୍ତ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଉ ମାତ୍ର ୯ ଦିନରେ ଆରମ୍ଭ ହେବ ଆଇପିଏଲ ସିଜିନ ୧୮ । ଏଥିପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜର ପ୍ରି ସିଜିନ କ୍ୟାମ୍ପ ଆରମ୍ଭ ହୋଇଛି । ଏପରି ସ୍ଥଳେ ରାଜସ୍ଥାନ…

ରାହୁଲ ଦ୍ରାବିଡଙ୍କ କାର୍ କୁ ଧକ୍କା ଦେଲା ଅଟୋ, ଡ୍ରାଇଭର ସହିତ ହେଲା ଯୁକ୍ତିତର୍କ : ଭିଡିଓ ଭାଇରଲ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ତଥା କୋଚ୍ ରାହୁଲ ଦ୍ରାବିଡ ପୁଣିଥରେ ଚର୍ଚ୍ଚାରେ । ରାହୁଲ ଦ୍ରାବିଡଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ସେ ଏକ ଅଟୋ ଡ୍ରାଇଭର ସହିତ ଯୁକ୍ତିତର୍କ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ବେଙ୍ଗାଲୁରୁର ବୋଲି ଜଣାପଡିଛି ।…

ଭାରତୀୟ ଟିମର ବିଶ୍ୱ ଚାମ୍ପିଅନ କରିବା ପରେ ରାଜସ୍ଥାନ ରୟାଲ୍ସକୁ ଚାମ୍ପିଅନ କରିବେ ରାହୁଲ ଦ୍ରାବିଡ

ଭାରତୀୟ ଟିମର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ହୋଇଛନ୍ତି । ୨୦୨୫ ଆଇପିଏଲରୁ ସେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ ଆରମ୍ଭ କରିବେ । ଟିମରେ କେବଳ ଖେଳ ନୁହେଁ ବରଂ ମେଣ୍ଟର ଭାବେ କାମ କରିବେ । ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ…

ପୁଣି ରାହୁଲ ଦ୍ରାବିଡଙ୍କୁ ମିଳିବ ହେଡ କୋଚ ଦାୟିତ୍ୱ, ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଟିମକୁ ଦେବେ କୋଚିଂ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କୁ ଆଇପିଏଲ ୨୦୨୫ରେ ମିଳିପାରେ ବଡ ଦାୟିତ୍ୱ । ଆଇପିଏଲ ୨୦୨୫ ସିଜିନ ପୂର୍ବରୁ ରାଜସ୍ଥାନ ରୟାଲ୍ସର ହେଡ କୋଚ୍‌ ହେବେ ରାହୁଲ ଦ୍ରାବିଡ । ଜୁନରେ ଟି୨୦ ବିଶ୍ୱକପ ଜିତିଥିବା ଭାରତୀୟ ଟିମର ହେଡ କୋଚ ରହିଥିଲେ ରାହୁଲ ଦ୍ରାବିଡ ।…

ବୋନସ ଟଙ୍କା ନେବାକୁ ମନା କରିଦେଲେ ରାହୁଲ ଦ୍ରାବିଡ, ଅନ୍ୟ ଷ୍ଟାଫ କୋଚ୍‌ଙ୍କ ସହିତ ସମାନ ଟଙ୍କା ନେବେ

ପୁଣି ସମସ୍ତଙ୍କ ହୃଦୟ ଜିତିନେଲେ ରାହୁଲ ଦ୍ରାବିଡ । ଦ୍ରାବିଡଙ୍କ କୋଚ୍‌ ଦାୟିତ୍ୱରେ ଥିବା ବେଳେ ଭାରତ ଟି୨୦ ବିଶ୍ୱକପ ୧୭ ବର୍ଷ ପରେ ଜିତିଛି । ଏହାସହିତ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ କୋଚ୍ ଭାବରେ ନିୟୋଜିତ କରିଛି…

ବିଶ୍ବକପ୍ ହାତେଇବା ପରେ ରୋହିତଙ୍କ ଆଖିରେ ଲୁହ, ସ୍ବପ୍ନ ପୂରଣ ହେଲା ବୋଲି କହିଲେ ଦ୍ରାବିଡ

ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି । ବିଶ୍ବ ବିଜୟୀ ଟିମ ଇଣ୍ଡିଆକୁ ତାରିଫ…

ଖୁବଶୀଘ୍ର ଭାରତୀୟ ଟିମର ନୂଆ ହେଡ କୋଚ୍‌ ନିଯୁକ୍ତି, ଜୁନ ପର୍ଯ୍ୟନ୍ତ ରହିଛି ରାହୁଲଙ୍କ କାର୍ଯ୍ୟକାଳ

ଭାରତୀୟ କ୍ରିକେଟ ଟିମ୍‌ ଜୁନରୁ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଛି । ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍‌ ମଧ୍ୟ ଘୋଷଣା ହୋଇସାରିଛି । ଏହାରି ମଧ୍ୟରେ ଖବର ଆସୁଛି କି, ଜୁନ ପରେ ଭାରତୀୟ ଟିମର ନୂଆ ହେଡ୍ କୋଚ୍ ନିଯୁକ୍ତି ପାଇପାରନ୍ତି । ଭାରତୀୟ ଟିମର ହେଡ୍ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ…

ବେଙ୍ଗାଲୁରୁରେ ଭୋଟ୍‌ ଦେଲେ ରାହୁଲ ଦ୍ରାବିଡ୍‌, ପୁଣିଥରେ ହୃଦୟ ଜିତିନେଲା ତାଙ୍କ ସରଳତା

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ୍‌ ରାହୁଲ ଦ୍ରାବିଡ୍‌ ଶୁକ୍ରବାର ବେଙ୍ଗାଲୁରୁର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । ତାଙ୍କ ପାଳି ଆସିବା ପର୍ଯ୍ୟନ୍ତ ସେ ଜଣେ ସାଧାରଣ ଲୋକ ପରି ଧାଡ଼ିରେ ଠିଆ ହୋଇଥିଲେ । ଭୋଟ୍ ଦେବା ପରେ ରାହୁଲ ଦ୍ରାବିଡ୍‌ ଗଣମାଧ୍ୟମ ସହ…

ବିସିସିଆଇର ନିଷ୍ପତ୍ତି : ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ କୋଚ ରହିବେନି ଦ୍ରାବିଡ୍‌, ଦାୟିତ୍ୱ ନେବେ…

ଆସନ୍ତାକାଲିରୁ ଭାରତୀୟ ଟିମ୍‌ ସାଉଥ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ୩ଟି ମ୍ୟାଚ ବିଶିଷ୍ଟ ସିରିଜ ପୂର୍ବରୁ କୋଚିଂ ଷ୍ଟାଫରେ ବଡ ପରିବର୍ତ୍ତନ କରାଯାଇଛି । ରାହୁଲ ଦ୍ରାବିଡ ଦିନିକିଆ ସିରିଜରେ ଟିମ୍‌ର କୋଚ ରହିବେ ନାହିଁ । ଏହି ସିରିଜ ପାଇଁ ଟିମ୍‌ ପାଖରେ ନୂଆକୋଚିଂ ଷ୍ଟାଫ…