କେରଳର ଓ୍ଵାଇନାଡରୁ ନାମାଙ୍କନ ଦାଖଲ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି
କେରଳ: ରାହୁଲ ଗାନ୍ଧିଙ୍କ ମିଶନ ଦକ୍ଷିଣ ଭାରତ । କେରଳର ଓ୍ଵାଇନାଡରୁ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପ୍ରାର୍ଥୀପତ୍ର ଦାଖଲ ପାଇଁ ୱାଇନାଡରେ ପହଞ୍ଚିଥିଲେ ରାହୁଲ। ଏହାପୂର୍ବରୁ ବିଶାଳ ରୋଡ ସୋ କରିଥିଲେ ରାହୁଲ। ପାଖାପାଖି ୨ କିଲୋମିଟର ରୋଡ୍ ସୋ’ କରିବା ପରେ…