ଆସନ୍ତା ୨୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି , ଭୁବନେଶ୍ୱରରେ ବୁଦ୍ଧିଜୀବୀଙ୍କ ସହ କରିବେ ଆଲୋଚନା
କେନ୍ୟୁଜ୍ : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଭୁବନେଶ୍ୱର ଓ କଟକରେ କାର୍ୟ୍ୟକ୍ରମ ରହିଛି। ପିସିସି କର୍ମକର୍ତ୍ତାଙ୍କ ଏକ ବୈଠକରେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଆଲୋଚନା କରାଯାଇଥିଲା। ୨୫ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବେ…