Browsing Tag

rahul gandhi

ତାମିଲନାଡ଼ୁରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ, କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଲେ, ‘ପିଏମ୍‌ଙ୍କର ବି…

ତାମିଲନାଡ଼ୁର ନୀଳଗିରିରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି । ନିର୍ବାଚନ ଆୟୋଗର ଅଧିକାରୀମାନେ ସୋମବାର ରାହୁଲ ଗାନ୍ଧିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଯାଞ୍ଚ କରିଥିବା ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ଜଣାପଡ଼ିଛି । ପୋଲିସ କହିଛି ଯେ ହେଲିକପ୍ଟର ନୀଳଗିରିରେ…

ଓଡ଼ିଶା ଆସିବେ ସୋନିଆ, ରାହୁଲ ଓ ପ୍ରିୟଙ୍କା, ନିର୍ବାଚନ ପାଇଁ ଭାଗ ଭାଗ ହୋଇ କରିବେ ପ୍ରଚାର

ଭୁବନେଶ୍ୱର (କେନ୍ୟୁଜ): ମେ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ସୋନିଆ, ରାହୁଲ ଓ ପ୍ରିୟଙ୍କା । ଭାଗ ଭାଗ ହୋଇ ପ୍ରଚାର କରିବେ । କୋରାପୁଟରେ ପ୍ରଚାର କରିବେ ସୋନିଆ ଗାନ୍ଧୀ । ରାୟଗଡ଼ା ଆସିବେ ରାହୁଲ । ରାହୁଲଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଗୁଣୁପୁର, ରାୟଗଡା, ବିଷମକଟକ…

ହେଲିକାପ୍ଟରରୁ ସରିଗଲା ଇନ୍ଧନ, ମଧ୍ୟପ୍ରଦେଶରେ ରାତି ବିତାଇଲେ ରାହୁଲ ଗାନ୍ଧି; ଢାବାରେ କଲେ ଡିନର

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୋମବାର ରାତି ମଧ୍ୟପ୍ରଦେଶର ଶହଡୋଲରେ ବିତାଇବାକୁ ପଡ଼ିଛି । ପ୍ରଥମେ ତାଙ୍କ ହେଲିକାପ୍ଟରରୁ ଇନ୍ଧନ ସରିଯାଇଥିଲା ଏବଂ ଦ୍ୱିତୀୟରେ ପାଗ ଖରାପ ଯୋଗୁ ହେଲିକାପ୍ଟର ଉଡ଼ାଣ ଭରିପାରି ନ ଥିଲା, ଯାହା ପରେ ତାଙ୍କୁ ଶହଡୋଲରେ ହିଁ ସୋମବାର ରାତି ବିତାଇବାକୁ ପଡ଼ିଥିଲା…

ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧି, ବିଶାଳ ରୋଡ୍‌ ଶୋ’ରେ ସାମିଲ ହେଲେ ଭଉଣୀ ପ୍ରିୟଙ୍କା

ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବୁଧବାର ୱାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ । ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ରାହୁଲ କଲପେଟାରୁ ଏକ ବିଶାଳ ରୋଡ୍ ଶୋ’ ଆରମ୍ଭ…

ଆଜି ମୁମ୍ବାଇରେ ସରୁଛି ରାହୁଲଙ୍କ ନ୍ୟାୟ ଯାତ୍ରା, ଶକ୍ତି ପ୍ରଦର୍ଶନ କରିବ INDIA ମେଣ୍ଟ

ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳଙ୍କ ଶିବିର ଚଳଚଞ୍ଚଳ । ବିରୋଧୀ ଇଣ୍ଡିଆ ମେଣ୍ଟ ଶକ୍ତି ପ୍ରଦର୍ଶନ କରିବ । ଆଜି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମୁମ୍ବାଇରେ ଶେଷ ହେଉଛି । ଏହି ଅବସରରେ ଶକ୍ତି ପ୍ରଦର୍ଶନ କରିବ ଇଣ୍ଡିଆ ମେଣ୍ଟ । ନ୍ୟାୟ ଯାତ୍ରାର ଶେଷ ଦିନରେ…

ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା, କେରଳର ୱାଏନାଡରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟ ତାଲିକାରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ କିଛି ଭେଟେରାନ୍ । କେରଳର ୱାଏନାଡରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧି । ତିରୁବନନ୍ତପୁରମରୁ ଶଶି ଥରୁର, ଆଲାପୁଝା ଆସନରୁ…

ଆମେଠିରୁ ଲଢ଼ିବେ ରାହୁଲ ଗାନ୍ଧି, ରାୟବରେଲିରୁ ନିର୍ବାଚନ ରାଜନୀତିରେ ପ୍ରବେଶ କରିବେ ପ୍ରିୟଙ୍କା

ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆମେଠି ଏବଂ ଓ୍ଵାୟନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରୁ ଲୋକସଭା ନିର୍ବାଚନ ଲଢ଼ିବେ । ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ୨୦୦୪ରେ ଆମେଠିରୁ ହିଁ ନିଜର…

ରାହୁଲ ଗାନ୍ଧିଙ୍କୁ ହାଇକୋର୍ଟରୁ ଝଟ୍‌କା, ଅମିତ୍‌ ଶାହଙ୍କ ଉପରେ ଟିପ୍ପଣୀ ମାମଲାରେ ନିମ୍ନ ଅଦାଲତରେ ଚାଲିବ ବିଚାର

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ବଡ଼ ଝଟ୍‌କା ମିଳିଛି । ୨୦୧୮ରେ ଅମିତ୍‌ ଶାହଙ୍କ ବିରୋଧରେ ଟିପ୍ପଣୀ ମାମଲାରେ କୋର୍ଟ ନିଜର ରାୟ ଶୁଣାଇଛନ୍ତି । କୋର୍ଟ ରାହୁଲ ଗାନ୍ଧିଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି । ଏବେ ଏହି ମାମଲାରେ ରାହୁଲଙ୍କ ବିରୋଧରେ ନିମ୍ନ ଅଦାଲତରେ…

ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ କୋର୍ଟରୁ ଆଶ୍ୱସ୍ତି, ଅମିତ୍‌ ଶାହଙ୍କ ବିରୋଧରେ ଟିପ୍ପଣୀ ମାମଲାରେ ମିଳିଲା…

ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି । ତାଙ୍କୁ ୨୫,୦୦୦ ଟଙ୍କାର ସିକ୍ୟୁରିଟି ଏବଂ ୨୫,୦୦୦ ହଜାର ଟଙ୍କାର ବେଲ୍‌ ବଣ୍ଡ୍‌ରେ ଜାମିନ ପ୍ରଦାନ କରାଯାଇଛି । ସେ ମଙ୍ଗଳବାର ଉତ୍ତର ପ୍ରଦେଶର ସୁଲତାନପୁରର ସ୍ଥାନୀୟ କୋର୍ଟରେ ହାଜର ହୋଇଥିଲେ । ରାହୁଲ କୋର୍ଟଙ୍କୁ…

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ତୃତୀୟ ଦିନ, ଝାରସୁଗୁଡ଼ାରେ ସାଧାରଣସଭାକୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡ଼ିଶାରେ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ତୃତୀୟ ଦିନ । ଆଜି ଝାରସୁଗୁଡାରେ ଅନେକ କାର୍ଯ୍ୟକ୍ରମ ରହିଛି । ରାତ୍ରି ଯାପନ କରୁଥିବା ସ୍ଥାନରୁ ବାହାରି ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ବେହେରମାଲରେ ଥିବା କିଷାନ ଛକକୁ ଯିବେ । ପୁରୁଣା ବସଷ୍ଟାଣ୍ଡରୁ…

ଆଜି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ, ରାଉରକେଲାରେ ଆଜି କରିବେ ପଦଯାତ୍ରା

ରାଉରକେଲା (କେନ୍ୟୁଜ): ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି । ଆଜି ଗସ୍ତର ଦ୍ବିତୀୟ ଦିନ । ଆଜି ରାଉରକେଲାରୁ ଆରମ୍ଭ କରିବେ ଭାରତ ଯୋଡୋ ନ୍ୟାୟ ଯାତ୍ରା । ବେଦବ୍ୟାସ ମନ୍ଦିରରେ ଦର୍ଶନ ସହ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧି । ଉଦିତନଗରରୁ ପାନପୋଷ ଛକ…

ବୀରମିତ୍ରପୁରରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା, ରାହୁଲ ଗାନ୍ଧିଙ୍କୁ ଭବ୍ୟ ସ୍ବାଗତ

ଓଡ଼ିଶାରେ ରାହୁଲ ଗାନ୍ଧି । ଝାଡ଼ଖଣ୍ଡ ଦେଇ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । ବୀରମିତ୍ରପୁରରେ ପହଞ୍ଚିଥିବା ପରେ ରାହୁଲ ଗାନ୍ଧିଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଦଳୀୟ ନେତା ଓ କର୍ମୀ । ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହାପରେ ବୀରମିତ୍ରପୁର…