Browsing Tag

rahul gandhi

ଫେବୃଆରୀ ୬ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ । ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରିବେ ରାହୁଲ । ୬ରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଞ୍ଚିବେ । ୭ରେ ରାଉରକେଲା…

ରାହୁଲ ଗାନ୍ଧିଙ୍କ ଗାଡି ଉପରକୁ ପଥରରେ ଆକ୍ରମଣ, ଭାଙ୍ଗିଲା କାର୍‌ର କାଚ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ଆକ୍ରମଣ । ବୁଧବାର ଦିନ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ତାଙ୍କ କାର ଉପରକୁ ଆକ୍ରମଣ ହୋଇଛି । ଆକ୍ରମଣରେ ତାଙ୍କ କାରର କାଚ ଭାଙ୍ଗିଯାଇଛି । ଏଥିରେ କେହି ହତାହତ ହୋଇନାହାନ୍ତି । ଖବର ମୁତାବକ, ପଶ୍ଚିମବଙଗ ମାଲଦା ଜିଲ୍ଲାର ଲଭା…

ରାହୁଲ ଗାନ୍ଧିଙ୍କ ଉପରେ ଜରିମାନା ଲଗାଇଲେ ଥାନେ କୋର୍ଟ, ଜାଣନ୍ତୁ କାହିଁକି

ମହାରାଷ୍ଟ୍ରର ଥାନେର ଏକ ଅଦାଲତ ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ଜରିମାନା ଲଗାଯାଇଛି । ସାମ୍ବାଦିକ ଗୌରି ଲଙ୍କେଶ ହତ୍ୟା ମାମଲାରେ RSSର ନାଁ ସାମିଲ କରାଯିବା ନେଇ ଉକ୍ତ ସଂଗଠନର ଜଣେ କର୍ମକର୍ତ୍ତା ରାହୁଲ ଗାନ୍ଧିଙ୍କ ନାଁରେ ଏକ ଲିଖିତ…

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

କେନ୍ୟୁଜ୍‌: ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ ରାହୁଲ ଗାନ୍ଧି । ଏହି ଯାତ୍ରା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଜିଲ୍ଲା ଅତିକ୍ରମ କରିବ । ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରିବେ ରାହୁଲ । ତେବେ ଆଉ ୨ଟି ଜିଲ୍ଲାରେ ନ୍ୟାୟ ଯାତ୍ରା…

ପକେଟମାର୍ କହି ଫସିଲେ ରାହୁଲ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ବଢିଲା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡୁଆ। ରାହୁଲ ଗାନ୍ଧିଙ୍କ ବିରୋଧରେ ୮ ସପ୍ତାହ ମଧ୍ୟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ଭରତପୁରର ଏକ ନିର୍ବାଚନୀ ସଭାରେ…

ରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ୁନି କୋର୍ଟ କେସ୍, ଜାନୁଆରୀ ୬ରେ ହାଜର ହେବାକୁ ସମନ୍

ରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ୁନି କୋର୍ଟ କେସ୍। ଉତ୍ତର ପ୍ରଦେଶ କୋର୍ଟରେ ହାଜର ହେବାକୁ ରାହୁଲଙ୍କୁ ସମନ। ଜାନୁଆରୀ ୬ରେ ହାଜର ହେବାକୁ ସମନ୍ ଜାରି କରିଛି ସୁଲତାନପୁରରMP-MLA କୋର୍ଟ। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ରାହୁଲ ଗାନ୍ଧୀ। ବିଜେପି ନେତା ବିଜୟ…

‘ପନୌତି’ ବୟାନ ପାଇଁ ରାହୁଲ ଗାନ୍ଧିଙ୍କ ଅଡ଼ୁଆ ବଢ଼ିଲା, ନୋଟିସ୍‌ ଜାରି କଲେ ନିର୍ବାଚନ କମିଶନର

‘ପନୌତି’ ବୟାନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ ଜାରି କରିଛନ୍ତି ନିର୍ବାଚନ କମିଶନର(ଇସି)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି ରାହୁଲ ପନୌତି ଶବ୍ଦ ବ୍ୟବହାର କରିଥିଲେ। ରାହୁଲଙ୍କ ଏହି ବୟାନ ପାଇଁ ଇସି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛନ୍ତି।…

ରାହୁଲ ଗାନ୍ଧିଙ୍କ ଦ୍ୱାରା ତିଆରି କାଠ ଡେସ୍କରେ ବସିବେ ଦିବ୍ୟାଙ୍ଗ ଛାତ୍ରୀ, ଦିଲ୍ଲୀର ଏହି ସ୍କୁଲକୁ କରାଗଲା ଦାନ

କେତେବେଳେ ଟ୍ରକ୍‌ ଡ୍ରାଇଭରଙ୍କ ସହ କଥାବାର୍ତ୍ତା ତ କେତେବେଳେ କୁଲିଙ୍କ ସହ ଭେଟ…ପୁଣି କେତେବେଳେ ମେକାନିକ୍‌ ଦୋକାନରେ ବାଇକ୍‌ ରିପେୟାରିଂ…ଏହିଭଳି କିଛି ଅନ୍ଦାଜରେ ପୂର୍ବରୁ ଦେଖିବାକୁ ମିଳିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ରାଜଧାନୀ…

ଆଜିଠୁ ୩ ଦିନିଆ କେଦାରନାଥ ଯାତ୍ରାରେ ରାହୁଲ ଗାନ୍ଧି, ରୁଦ୍ରାଭିଷେକ ସହ କରିବେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ବିଧାନସଭା ନିର୍ବାଚନର ପ୍ରଚାର ଅଭିଯାନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜିଠୁ ନିଜର ୩ ଦିନିଆ କେଦାରନାଥ ଯାତ୍ରା ଆରମ୍ଭ କରିଛନ୍ତି। ରାହୁଲ ଗାନ୍ଧି ଏଠାରେ ଦୁଇ ରାତି ରହିବେ। ଏହା ହେଉଛି, ରାହୁଲଙ୍କର ବ୍ୟକ୍ତିଗତ ଯାତ୍ରା। ରାହୁଲ ଗାନ୍ଧି ଅପରାହ୍ନ ୧୨ଟା ୧୫ରେ ଦିଲ୍ଲୀରୁ ଡେରାଡୁନ୍‌…

ରାସ୍ତା କଡ଼ରେ ଛିଡ଼ା ହୋଇ ଦୋସା ତିଆରି କଲେ ରାହୁଲ ଗାନ୍ଧି, ପିଲାମାନଙ୍କୁ ବାଣ୍ଟିଲେ ଚକୋଲେଟ୍‌

କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ପୁଣି ଚର୍ଚ୍ଚାରେ। କେତେବେଳେ ଟ୍ରକରେ ଯାତ୍ରା କରୁଥିବାର ତ କେତେବେଳେ ଚାଷଜମିରେ ଚାଷୀଙ୍କ ସହିତ ଯିବା, ପୁଣି କେତେବେଳେ ସ୍କୁଟିରେ ଝିଅଙ୍କ ପଛରେ ବସି ଯାତ୍ରା କରିବାର ତାଙ୍କ ଭିଡିଓ ଖୁବ୍‌ ଭାଇରାଲ ହୋଇଛି। ଏବେ ରାହୁଲଙ୍କର ଆଉ ଏକ ଭିଡିଓ ଚର୍ଚ୍ଚାର…

ଗାନ୍ଧି ପରବାର ଘରକୁ ଆସିଲା କୁନି ଅତିଥି ‘ନୁରି’, ରାହୁଲ ଗାନ୍ଧି ମା’ ସୋନିଆଙ୍କୁ ଦେଲେ ସୁନ୍ଦର ଉପହାର

ବିଶ୍ୱ ପ୍ରାଣୀ ଦିବସ ଅବସରରେ ଗାନ୍ଧି ପରିବାରକୁ ଆସିଛି ଏକ ନୂଆ କୁନି ଅତିଥି। କଂଗ୍ରେସ ନେତା ରାହୁଲ ଗାନ୍ଧି ମା’ ସୋନିଆ ଗାନ୍ଧିଙ୍କୁ ଜ୍ୟାକ୍‌ ରସେଲ୍‌ ଟେରିୟର୍‌ ବ୍ରିଡ୍‌ର ଏକ କୁକୁର ଛୁଆ ଉପହାର ଦେଇଛନ୍ତି। ଏହି ଉପହାର ପାଇ ସୋନିଆ ଗାନ୍ଧି ବହୁତ ଖୁସି ହୋଇଛନ୍ତି। କୁକୁର ଛୁଆର ନାମ…

ରାହୁଲଙ୍କ ଭବିଷ୍ୟବାଣୀ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଜିତିବ କଂଗ୍ରେସ

ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଜିତିବ କଂଗ୍ରେସ । ରାଜସ୍ଥାନରେ ବି ଜିତିବ, କିନ୍ତୁ ଏଠି କଡ଼ା ମୁକାବିଲ ହେବ। ଦୃଢୋକ୍ତି କରିଛନ୍ତି ରାହୁଲ ଗାନ୍ଧି । ୨୦୨୪ ନିର୍ବାଚନକୁ ନେଇ ମଧ୍ୟ ଭବିଷ୍ୟବାଣୀ ଶୁଣାଇଛନ୍ତି। କହିଛନ୍ତି, ୨୦୨୪ରେ ବିଜେପିକୁ ସରପ୍ରାଇଜ ମିଳିବ । ବିରୋଧୀ ଦଳ ଦେଶର ୬୦ ପ୍ରତିଶତ…