କାଠ ମାଫିଆର ଘରେ ରେଡ୍ , ଚଢ଼ାଉ ବେଳେ ବିପୁଳ ପରିମାଣର ଆସବାପତ୍ର ଜବତ
କଣ୍ଟାବାଞ୍ଜି (କେନ୍ୟୁଜ): କାଠ ମାଫିଆର ଘରେ ରେଡ୍। କଣ୍ଟାବାଞ୍ଜି ୱାର୍ଡ ନମ୍ବର ୧ ଧୂବାପଡା ମୋହନ ଟାଙ୍ଗଙ୍କ ଘର ଏବଂ ଭଡା ଘରେ ଚଢାଉ। ବଲାଙ୍ଗୀର ବନ ବିଭାଗର ସ୍ୱତନ୍ତ୍ର ଦଳ ଚଢ଼ାଉ କରିଛି। ରେଡ୍ ବେଳେ ବିପୁଳ ପରିମାଣର କାଠ, ତିଆରି ହେଉଥିବା ଆସବାପତ୍ର ଜବତ ହୋଇଛି। ମୋହନ ଟାଙ୍ଗକୁ ବନ…