Browsing Tag

raid

କାଠ ମାଫିଆର ଘରେ ରେଡ୍ , ଚଢ଼ାଉ ବେଳେ ବିପୁଳ ପରିମାଣର ଆସବାପତ୍ର ଜବତ

କଣ୍ଟାବାଞ୍ଜି (କେନ୍ୟୁଜ): କାଠ ମାଫିଆର ଘରେ ରେଡ୍। କଣ୍ଟାବାଞ୍ଜି ୱାର୍ଡ ନମ୍ବର ୧ ଧୂବାପଡା ମୋହନ ଟାଙ୍ଗଙ୍କ ଘର ଏବଂ ଭଡା ଘରେ ଚଢାଉ। ବଲାଙ୍ଗୀର ବନ ବିଭାଗର ସ୍ୱତନ୍ତ୍ର ଦଳ ଚଢ଼ାଉ କରିଛି।  ରେଡ୍ ବେଳେ ବିପୁଳ ପରିମାଣର କାଠ, ତିଆରି ହେଉଥିବା ଆସବାପତ୍ର ଜବତ ହୋଇଛି। ମୋହନ ଟାଙ୍ଗକୁ ବନ…

ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ, ଆୟକର ବିଭାଗ ପକ୍ଷରୁ ୧୦ ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର (କେନ୍ୟୁଜ): ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ। କେନ୍ଦୁଝର , ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରାରେ ଏକକାଳୀନ ଚଢ଼ାଉ କରାଯାଉଥିବା ସୂଚନା । ଭୁବନେଶ୍ଵରର ବାସ ଭବନରେ ମଧ୍ଯ ଚାଲିଛି ଚଢ଼ାଉ। ଟ୍ୟାକ୍ସ ଫାଙ୍କିବା ନେଇ ରେଡ ଚାଲିଥିବା ସୂଚନା ମିଳିଛି ।…

ବ୍ରହ୍ମପୁରରେ ବିଏମସି ପକ୍ଷରୁ ୬ଟି ହୋଟେଲରେ ଚଢ଼ାଉ, ପ୍ରାୟ ୭୦ ହଜାର ଟଙ୍କା ଜରିମାନା ଆଦାୟ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁରରେ ବିଏମସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରହିଥିବା ହୋଟେଲ ଗୁଡିକ ଉପରେ ଚଢ଼ାଉ। ଅସ୍ୱାସ୍ଥ୍ୟକର ପରିବେଶ, ରାସାୟନିକ ରଙ୍ଗର ବ୍ୟବହାର ସହ ପଚାସଢା ଖାଦ୍ୟକୁ ନେଇ ଚଢ଼ାଉ କରିଛି ବିଏମସି । ୬ଟି ହୋଟେଲରୁ ସମୁଦାୟ ୭୦ ହଜାର ଟଙ୍କା ଜରିମାନା ଆଦାୟ…

ବ୍ରାଉନସୁଗାର ଖଟି ଉପରେ କମିଶନରେଟ ପୋଲିସର ଅତର୍କିତ ଚଢ଼ଉ, ଗିରଫ ହେଲେ ନିଶା କାରବାରରେ ଲିପ୍ତ ଥିବା ୭ ଅଭିଯୁକ୍ତ

ଭୁବନେଶ୍ୱର (କେନ୍ୟୁଜ): ବ୍ରାଉନସୁଗାର ଖାଉଥିବା ଖଟି ଉପରେ କମିଶନରେଟ ପୁଲିସର ଅତର୍କିତ ରେଡ। ନିଶା ଖାଇବା ସହ ନିଶା କାରବାରରେ ଲିପ୍ତ ଥିବା ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ବ୍ରାଉନସୁଗାର ଖାଇବା ସହ ନିଜ ସାଙ୍ଗ ସାଥିଙ୍କୁ ନିଶାରେ ନିୟୋଜିତ କରାଇବା ଓ ନିଶା…

ସେକ୍ସ ରାକେଟ୍ ଚାଲିଥିବାବେଳେ ପୋଲିସର ଚଢାଉ, ୫ ଗିରଫ

ଗୁଣୁପୁର(କେନ୍ୟୁଜ୍): ରାୟଗଡା ଜିଲ୍ଲା ଗୁଣୁପୁରର ଲଜରେ ଚାଲିଥିଲା ସେକ୍ସ ରାକେଟ୍। ଏନେଇ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ପୋଲିସ୍। ଦୁଇଟି  ଲଜ୍ରୁ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ସହ ଦୁଇଟି ଲଜର ମାଲିକ ଓ ମ୍ଯାନେଜରଙ୍କ ସମେତ ୨ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ୍। ସମୁଦାୟ…

ମଦ ରେଡ୍‌ ବେଳେ ତହସିଲଦାରଙ୍କ ସହ ଅବକାରୀ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ୫ ଆହତ

ଗଞ୍ଜାମ (କେନ୍ୟୁଜ୍): ମଦ ରେଡ୍‌ ବେଳେ ତହସିଲଦାରଙ୍କୁ ଆକ୍ରମଣ। ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲ ମନ୍ଦରଡ଼ା ନିକଟସ୍ଥ ବୁଢୀଘାଟ ଜଙ୍ଗଲରେ ମଦ ରେଡ୍‌ ବେଳେ ସଂଘବଦ୍ଧ ଆକ୍ରମଣ । ପାତ୍ରପୁର ତହସିଲଦାର ଅମିତ ନାୟକଙ୍କ ସମେତ ପାଞ୍ଚ ଜଣ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିଲା। ସୂଚନା…

ସିବିଆଇ ସ୍କାନରରେ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି: ୬ ରାଜ୍ୟର ୯ଟି ସ୍ଥାନରେ ସିବିଆଇର ଚଢ଼ଉ, ଓଡ଼ିଶାର ଝାରସୁଗୁଡ଼ାରେ…

ଝାରସୁଗୁଡ଼ା(କେନ୍ୟୁଜ୍‌): ସିବିଆଇ ସ୍କାନରରେ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି । ଘର ଓ ଅଫିସ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ । ୬ ରାଜ୍ୟର ୯ଟି ସ୍ଥାନରେ ସିବିଆଇର ଚଢ଼ଉ । ଚେନ୍ନାଇ, କର୍ଣ୍ଣାଟକ, ଦିଲ୍ଲୀ ଓ ଓଡ଼ିଶାରେ ହେଉଛି ରେଡ୍‌ । ଚାଇନିଜ୍‌ ଭିସା ନେଇ ଚାଲିଛି ଚଢ଼ଉ । କାର୍ତ୍ତି…

ବାଲେଶ୍ଵର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଆଳୁ ଗୋଦାମ ଉପରେ ଚଢାଉ

ବାଲେଶ୍ଵର(କେନ୍ୟୁଜ): ବାଲେଶ୍ଵରରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଆଳୁ ଗୋଦାମ ଉପରେ ଚଢାଉ । ବାଲେଶ୍ଵର ସହର ନୂଆଁ ବଜାର ସମେତ ବିଭିନ୍ନ ସ୍ଥାନରେ ଆଳୁ ଗୋଦାମ ଉପରେ ଏହି ଚଢ଼ାଉ କରାଯାଇଥିଲା । ସାମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ କଳାବଜାରୀଙ୍କ ଉପରେ ରୋକ ଲଗାଇବା ପାଇଁ ଏବଂ…

ଭୁବନେଶ୍ୱର : ପିଚୁ ବସ୍ତିରେ ପୋଲିସ, ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ମହାପାତ୍ର ଘରେ ରେଡ୍‌; ମାରଣାସ୍ତ୍ର ସହ ଅନେକ…

ଭୁବନେଶ୍ୱର (କେନ୍ୟୁଜ): ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ମହାପାତ୍ର ଘରେ ରେଡ୍‌ । ରାଜେଶ ରହୁଥିବା ଭୁବନେଶ୍ୱରର ପିଚୁ ବସ୍ତିରେ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ରେଡ୍‌ କରାଯାଇଛି । ରାଜେଶର ଘରୁ ଖଣ୍ଡା, ଭୁଜାଲି, ଖେଳନା ବନ୍ଧୁକ ଜବତ କରିଛି ପୋଲିସ । ବିଳମ୍ବିତ ରାତିରେ ଏବଂ ମର୍ଣ୍ଣିଂ…

ହର୍ବାଲ ରଙ୍ଗ ଛଡା ଆଉ ସବୁ ମନା: ହୋଲି ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନରେ ଚଢାଉ

ଭୁବନେଶ୍ୱର(କେନ୍ଯୁଜ୍): ହୋଲି ପୂର୍ବରୁ ରାଜଧାନୀର ବିଭିନ୍ନ ଦୋକାନରେ ଚଢାଉ। କମିଶନରେଟ୍‌ ପୋଲିସ ଓ ପରିବେଶ ପ୍ରଦ୍ୟୁଷଣ ବିଭାଗର ଅଧିକାରୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନରେ ଚଢାଉ କରିଛନ୍ତି। ହର୍ବାଲ ରଙ୍ଗ ଛଡା ଦୋକାନୀ କୌଣସି କେମିକାଲ ରଙ୍ଗ ବିକ୍ରି କରୁଛନ୍ତି କି…

କଟକରେ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ୍: ସାଇଲେନ୍ସର ମୋଡିଫିକେସନ ସୋ ରୁମ୍‌ରେ ଚଢାଉ

କଟକ(କେନ୍ଯୁଜ୍): ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ୍ । ଭୁବନେଶ୍ୱର ପରେ କଟକରେ କାର୍ଯ୍ୟାନୁଷ୍ଠାନ। ରାସ୍ତାରେ ବିକଟାଳ ଶଦ୍ଦ କରୁଥିବା ରୋଡ ରୋମିଓଙ୍କୁ ପାନେ ଦେବାକୁ ସ୍ୱତନ୍ତ୍ର ଯୋଜନା । ସାଇଲେନ୍ସର ମୋଡିଫିକେସନ ସୋ ରୁମ୍‌ରେ ଚଢାଉ କରିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌ ।…

ଭୁବନେଶ୍ୱର ସାଲିଆ ସାହିରେ କମିଶନରେଟ ପୋଲିସର ଚଢାଉ, ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ

ଭୁବନେଶ୍ୱର(ଭୁବନେଶ୍ବର): ନିଶା ବେପାରୀଙ୍କ ଘରେ କମିଶନରେଟ ପୋଲିସର ରେଡ୍‌ । ଭୁବନେଶ୍ୱର ସାଲିଆ ସାହିରେ ଚଢାଉ ହୋଇଛି। ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରିଛି ପୋଲିସ। ବିପୁଳ ଦେଶୀ ମଦ ଜବତ କରାଯାଇଛି। ସହିଦନଗର, ମଞ୍ଚେଶ୍ୱର, ନୟାପଲ୍ଲୀ ପୋଲିସର ମିଳିତ ଚଢାଉ। ଚଢାଉରେ ସାମିଲ ଅଛନ୍ତି ୩…