ପୁଣି ଆସିଲା ରେଲୱେ ଷ୍ଟେସନରୁ ଦୁଃସମ୍ବାଦ, ଟ୍ରେନ ଲାଇନରେ କଟି ଚାଲିଗଲା ୪ ଜଣଙ୍କ ଜୀବନ
ଯାଜପୁର ରୋଡ଼(କେନ୍ୟୁଜ୍): ଓଡ଼ିଶାରେ ଥମୁନାହିଁ ଟ୍ରେନ ଦୁର୍ଘଟଣା ଜନିତ ମୃତ୍ୟୁ । ଆଜି ପୁଣି ଟ୍ରେନ ଲାଇନରେ କଟି ୪ ଜଣଙ୍କ ଜୀବନ ଯାଇଛି। ଘଟଣା ଘଟିଛି ଯାଜପୁର ରୋଡ଼ ଅଞ୍ଚଳରେ। ସମସ୍ତେ ଜଣେ ଜଣେ ରେଳ ଶ୍ରମିକ ଥିଲେ। ଅପରାହ୍ନରେ ବର୍ଷା ପବନ ଯାଗୁଁ ସମସ୍ତେ ବଗି ତଳକୁ ଚାଲିଯାଇଥିଲେ ଓ…