ସରକନ୍ତରା ରେଳ ଫାଟକ ନିକଟରେ ଅଘଟଣ, ଗେଟ ନଖୋଲିବାରୁ ଗେଟ୍ କିପରଙ୍କୁ ପିଟିଲେ ଦୁଇ ମଦ୍ୟପ
ଭୁବନେଶ୍ବର: ଭୁବନେଶ୍ବର ସରକନ୍ତରା ରେଲୱେ ଫାଟକ ନିକଟରେ ଅଘଟଣ । ବିଳମ୍ବିତ ରାତିରେ ଗେଟ ନଖୋଲିବାରୁ ବାଇକ ଜାଳିଦେଲେ ଦୁର୍ବୃତ୍ତ । ଗେଟ୍ କିପରଙ୍କୁ ମାଡ଼ ମାରିବା ସହ ୨ଟି ବାଇକ ପୋଡ଼ିଦେଇଛନ୍ତି । ଅଗ୍ନିକାଣ୍ଡରେ ସିଗ୍ନାଲ ବକ୍ସ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସିଗନାଲ ଫେଲ ଯୋଗୁ ସବୁ ଗାଡି…